ସୁନ୍ଦରଗଡ ତା;୨୨/୭/୨୦୨୧ ( ସନ୍ଧାନ ନିଉଜ/ରାଜୁ ପଟେଲ ) ଆଜି ଓଡିଶା ମୋ ପରିବାର ଆନୁକୂଲ୍ୟରେ ବିଜୁ ଜନତା ଦଳ ତରଫରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହା ଚିକିତ୍ସାଳୟର ରକ୍ତ ଭଣ୍ଡାରରେ ସ୍ବେଚ୍ଛାକୃତ ଭାବେ ଅନୁଷ୍ଠିତ କରାଯାଇଥିଲା । ବିଜୁ ଜନତା ଦଳର ଛାତ୍ର ସଂଘ ତରଫରୁ ୩୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ରକ୍ତଦାତା ମାନେ ସ୍ୱଇଛାରେ ରକ୍ତଦାନ କରୁଥିବାରୁ ଜିଲ୍ଲା ବିଜେଡି ସଭାପତି ବିନୟ ଟପ୍ପୋ ଧନ୍ୟବାଦ ଜଣାଉଛି ।
ସୁନ୍ଦରଗଡ ମୁଖ୍ୟ ଚିକିତ୍ସାଳୟରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ, ୩୭ ୟୁନିଟ ରକ୍ତ ସଂଗ୍ରହ
|
July 23, 2021 |