ସୁନ୍ଦରଗଡ ଜିଲ୍ଲାରେ ୬ଜଣ ସରକାରୀ ଓକିଲ ନିଯୁକ୍ତି

Spread the love

ସୁନ୍ଦରଗଡ, ୫/୭/୨୦୨୧ (ସନ୍ଧାନ ନିଉଜ/ରାଜୁ ପଟେଲ) ସୁନ୍ଦରଗଡର ୬ ଜଣ ବରିଷ୍ଠ ଆଇନଜୀବୀଙ୍କୁ ରାଜ୍ୟ ସରକାର  ଆଇନ ବିଭାଗ ଜଣ ଅଭିଯୋଜକ ଭାବେ ନିଯୁକ୍ତି ଦେଇଛନ୍ତି । ପ୍ରଦୀପ ମହାପାତ୍ରଙ୍କୁ ସୁନ୍ଦରଗଡର ସରକାରୀ ଓକିଲ ଭାବେ ନିଯୁକ୍ତି ଦେଇଛନ୍ତି । ବିଜେନ୍ଦ୍ର ରାଉତଙ୍କୁ ରାଜଗାଙ୍ଗପୁର ର ଅତିରିକ୍ତ ଓକିଲ, ଦେବାଶିଷ ମିଶ୍ରଙ୍କୁ ସୁନ୍ଦରଗଡ କୋଟର ସ୍ୱତନ୍ତ୍ର ଜନ ଅଭିଯୋଜକ,ସୁନ୍ଦରଲାଲ ବେହେରାଙ୍କୁ ସୁନ୍ଦରଗଡ କୋଟର  ଜନ ଅଭିଯୋଜକ ,କେଶବ ଚନ୍ଦ୍ର ରଣା ଓ ଅଶାନ୍ତ ପଟେଲଙ୍କୁ ଅତିରିକ୍ତ ଜନ ଅଭିଯୋଜକ ଦାଇତ୍ଵ ଦିଆଯାଇଛି । ଜିଲ୍ଲାପାଳ ସମସ୍ତଙ୍କର ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ । ସରକାରଙ୍କ ଏ ଦିଗରେ ପଦକ୍ଷେପ ନେବା ଜନସାଧାରଣ ପକ୍ଷେ ହିତକର ହେବ ବୋଲି ଜିଲ୍ଲାପାଳ ଜଣାଇଛନ୍ତି ।

Related Posts

About The Author

Add Comment