ସୁନନ୍ଦାଙ୍କ ସଫଳତା ପଛରେ ଜନସାଧାରଣଙ୍କର ଆଶ୍ରୀର୍ବାଦ ରହିଚି

Spread the love

ଯାଜପୁର ସଦର, ୨୪ା୦୬(ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲାର ୭ଗୋଟି ନିର୍ବାଚନ ମଣ୍ଡଳୀ ଯାଉଥିବା ବେଳେ, ବରୀ ନିର୍ବାଚନ ମଣ୍ଡଳୀର ଅନ୍ୟତମ ନିର୍ବାଚନୀ ମଣ୍ଡଳୀ ଭାବରେ ବେଶ ପରିଚିତ ରହିଚି । ଯାହାକି ଯାଜପୁର ଜିଲ୍ଲାର ବରୀ ରଜନିତିରେ ପାହାଚ ପାହାଚ ଚଢ଼ି ରାଜନିତୀ ଜୀବନ ଆରମ୍ଭ କରିବା ପରେ ଜିଲ୍ଲା ପରିଷଦ, ସରପଂଚ, ସମିତି ସଭ୍ୟ ଠାରୁ ଆରମ୍ଭ କରି ବରୀ ବ୍ଲକ୍ ର ଅଧ୍ୟକ୍ଷା ଭାବରେ ଶ୍ରୀମତୀ ଦାସ ମଣ୍ଡିତ ହୋଇଥିଲେ । ବରୀ ନିର୍ବାଚନ ମଣ୍ଡଳୀ ହେଉଚି । ସ୍ୱତନ୍ତ୍ର ନିର୍ବାଚନ ମଣ୍ଡଳୀ ଯାହାକି ଏହି ନିର୍ବଚନ ମଣ୍ଡଳୀରୁ ବିଧାୟୀକା ଭାବେ ନିର୍ବାଚନ ଲଢ଼ି ୫ବର୍ଷ ପୁରଣ ହେବାକୁ ଆଉ ୧ ବର୍ଷ ବାକି ଥିବା ବେଳେ, ଲୋକ ପ୍ରିୟତା ହାସଲ କରିବାରେ ଆମ ବିଧାୟୀକା ଶ୍ରୀମତୀ ସୁନନ୍ଦା ଦାସ ପାହାଚ ପରେ ପାହାଚ ଚଢ଼ି ସଫଳତାରେ ପହଁଞ୍ôଚଛନ୍ତି । ବରୀ ନିର୍ବାଚନ ମଣ୍ଡଳୀର ବିକାଶ ଦିଗରେ ସଫଲତାର ବିକାଶ ପଥରେ ଆଗେଇ ଥିବାରୁ ଓଡ଼ିଶା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଚାଲୁଥିବାରୁ ଆମ ବିଧାୟୀକା ସୁନନ୍ଦା ଦାସ ଜାତୀୟ ସମୁହିକ ସମ୍ମୀଳନୀ ସାମଗ୍ରୀକ ବିକାଶ ପାଇଁ ୨୦୨୩ ସର୍ବ ଭାରତୀୟ ସ୍ତରରେ ୭୫ ଜଣ ବିଧାୟକ ବିଧାୟୀକାଙ୍କ ମଧ୍ୟରେ ବରୀ ବିଧାୟୀକା ସୁନନ୍ଦା ଦାସ ସ୍ଥାନ ପାଇଛନ୍ତି । ଯାହାକି ଏହି ତାଲିକାରେ ଓଡ଼ିଶାର ୫ଜଣ ବିଧାୟକ ସ୍ଥାନ ପାଇଥିବା ବେଳେ, ଏହି ନିର୍ବାଚନ ମଣ୍ଡଳୀର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ରାୟଗଡ଼ା ନିର୍ବାଚନ ମଣ୍ଡଳୀର ବିଧାୟକ ମକରନ୍ଦ ମୁଦୁଲି, ସାରକଣା ବିଧାୟକ ଶ୍ରୀଯୁକ୍ତ ମୁର୍ମୁ, ବଣେଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ସ୍ଥାନ ଏହି ତାଲିକାରେ ରହିଥିବା ବେଳେ, ଶ୍ରୀମତୀ ସୁନନ୍ଦା ଦାସଙ୍କ ନିକଟକୁ ଶୁଭେଚ୍ଛା ସୁଅ ଛୁଟୁଥିବା ବେଳେ, ବରୀ ମାଟିର ସୁଯୋଗ୍ୟ କନ୍ୟା ଶ୍ରୀମତୀ ଦାସ ଗରିବ ଲୋକ ମାନଙ୍କ ପାଇଁ କାମ କରୁଥିବାରୁ ଏହି ସଫଳତା ଶ୍ରୀମତୀ ଦାସଙ୍କୁ ମିଳିଚି । ମା ରମା ଦେବୀ ଆଦର୍ଶରେ ଅନୁପ୍ରାଣିତ ହୋଇ ଶ୍ରୀମତୀ ଦାସ କାର୍ଯ୍ୟ କରୁଥିବାରୁ ନିଶ୍ୱାର୍ଥପର ଭାବରେ ସେବା କରୁଥିବା ଆମ ବିଧାୟୀକା ହେଉଛନ୍ତି ଅନ୍ୟତମ । ଏହା ହେଉଚି ଆମ ବିଧାୟୀକାଙ୍କ ପାଇଁ ଉଚିତ ପୁରସ୍କାର ବୋଲି ଐତିହ ସମ୍ପର୍ଣ୍ଣ ଏହି ବରୀ ମାଟି ସହିଦ ମାଟିର ହେଉଚି । ସୁଯୋଗ୍ୟ ସନ୍ତାନ ବୋଲି ବୁଦ୍ଧିଜିବୀ ଏବଂ ସାହିତିକଙ୍କ ମହଲରେ ଖୁସିର ଲହରି ଖେଳିଯାଇଚି । ଏମାଟି ସବୁବେଳେ, ଗର୍ବ କରିବା ସହିତ ଆମ ବିଧାୟୀକା ଲୋକମାନଙ୍କ ସାଙ୍ଗରେ ରହିଛନ୍ତି ରହିଥିବେ ବୋଲି ପ୍ରସଂସାର ସୁଅ ଛୁଟିବାରେ ଲାଗିଚି । ବିଭିନ୍ନ ସଂଗଠନ ପକ୍ଷରୁ ଶ୍ରୀମତୀ ବିଧାୟୀକାଙ୍କୁ ଶୁଭେତ୍ସାର ସୁଅ ଛୁଟୁଥିବା ବେଳେ, ଶ୍ରୀମତୀ ଦାସଙ୍କ ଦିର୍ଘ ଜୀବନ କାମନା କରିଛନ୍ତି ।

Related Posts

About The Author

Add Comment