କଟକ ( ସନ୍ଧାନ ନିଉଜ): କଟକ ସଦର ୪୨ ମୌଜା ଅନ୍ତର୍ଗତ ସୁଦର୍ଶନ ଡିଗ୍ରୀ ମହାବିଦ୍ୟାୟ +୩ ଶେଷ ବର୍ଷର ଛାତ୍ରଛାତ୍ରୀ ମାନଙ୍କର ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅଧ୍ୟକ୍ଷ ଡକ୍ତର ବିଜୟ କୁମାର ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଟିତ ହୋଇଯାଇଛି । ସଭାରେ ବରିଷ୍ଟ ଅଧ୍ୟାପକ ବିଜୟ କୁମାର ସାହୁ, ଗଣେଶ୍ୱର ଦାଶ,ବିରଞ୍ଚି ମହାପାତ୍ର, ସ୍ମୃତିସ୍ମିତା ବିଭୁତି ରାୟ,ରୂପାନନ୍ଦା କନୁନଗୋ,ସଂଘମିତ୍ରା ବିଶ୍ଵାଳ, ଯଜ୍ୟୋତିମୟୀ ନାୟକ,ଦିପ୍ତିମୟୀ ବେହେରା ପ୍ରମୁଖ ଯୋଗଦେଇ ପିଲାନଙ୍କୁ ମୂଲ୍ୟବାନ ମତାମତ ପ୍ରଦାନ କରିବା ସହ ପିଲାମାନଙ୍କର ଭ ମଙ୍ଗଳ କାମନା କରିଥିଲେ। ସର୍ବ ଶେଷରେ ସୁପ୍ରିୟା ସହୁ ଧନ୍ୟବାଦ ଅର୍ପଣ କରିଥିଲେ।
ସୁଦର୍ଶନ ଡିଗ୍ରୀ ମହାବିଦ୍ୟାୟରେ +୩ ଶେଷ ବର୍ଷର ଛାତ୍ରଛାତ୍ରୀ ମାନଙ୍କର ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା
|
May 11, 2023 |
