ସସ୍ମିତା ଙ୍କୁ ମିଳିଲା ଯୋଗାଣ ବିଭାଗର ସହାୟତା

Spread the love

ରସୁଲପୁର ୧୪/୧୨ (ସନ୍ଧାନ ନିୟୁଜ) :-ରସୁଲପୁର ବ୍ଲକ ଅନ୍ତର୍ଗତ ପ୍ରଥମଖଣ୍ଡ ଗ୍ରାମପଞ୍ଚାୟତ ର ବୃନ୍ଦାବନ ମହାନ୍ତି ଙ୍କ ଝିଅ ସସ୍ମିତା ମହାନ୍ତି (୩୩) କୁ ବ୍ଲକ ଯୋଗାଣ ଅଧିକାରୀ ଅନୁଜ କୁମାର ସାହୁ ରାସନ କାର୍ଡ ପ୍ରଦାନ କରିଛନ୍ତି | ଏ ନେଇ ଆମ ପ୍ରତିନିଧି ସସ୍ମିତାଙ୍କର ପ୍ରତିକ୍ରିୟା ନେଇଥିଲେ ସେ ରାସନ କାର୍ଡ ପାଇ ବ୍ଲକ ଯୋଗାଣ ଅଧିକାରୀ ଶ୍ରୀ ସାହୁ ଙ୍କୁ ଧନ୍ୟବାଦ ଦେଇଥିଲେ |ସସ୍ମିତା ଜଣେ ଭିନ୍ନକ୍ଷମ ହେଇଥିବାରୁ ରହିବା ପାଇଁ ଘର ଖଣ୍ଡେ ଦରକାର ବୋଲି ଆମ ପ୍ରତିନିଧି ଙ୍କୁ ଦୁଖର ସହ ପ୍ରକାଶ କରିଥିଲେ

Related Posts

About The Author

Add Comment