ସରୋଜୀନି ସ୍ମୃତୀସଂସଦ ପକ୍ଷରୁ ଜିଲ୍ଲା ଏସପିଙ୍କୁ ସମ୍ବର୍ଦ୍ଧିତ

Spread the love

ଯାଜପୁର ସଦର, ୧୫ା୦୧: ଯାଜପୁର ଜିଲ୍ଲାରେ ନୂତନ କରି ଯୋଗଦେଇଥିବା ଯାଜପୁର ଏସପି ଭିନିତ ଅଗ୍ରୱାଲଙ୍କୁ ଜାରକା ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଟାନ ସରୋଜୀନି ସ୍ମୃତୀ ସଂସଦ ତରଫରୁ ଯାଜପୁର ଜିଲ୍ଲା ଜାରକା ନିକଟସ୍ଥ ନୂତନ ଏସପି ଅଗ୍ରୱାଲଙ୍କୁ ସ୍ୱାଗତ କରାଯିବା ସହିତ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ଅନୁଷ୍ଠାନର ପ୍ରତିଷ୍ଠାତା ସଂପାଦକ ଚିତ୍ତରଂଜନ ମହାନ୍ତି ସଂଗଠକ ସମ୍ପାଦକ ସିଦ୍ଧାର୍ଥ ସ୍ୱୟଂଦିପ ମହାନ୍ତି ଏବଂ ଆଜାଦ ଠେଙ୍ଗା ବାହିନୀର ଚପ କମାଣ୍ଡର କୃଷକ ଲକ୍ଷ୍ମଣ ଦାସ ଯୋଗଦାନ କରିଥିଲେ । ଅନୁଷ୍ଠାନ ପକ୍ଷରୁ ନବ ବର୍ଷକୁ ଅଭିନନ୍ଦନ ଜଣାଇ ଆରକ୍ଷୀ ଅଧ୍ୟକ୍ଷକ ଭିନିତ ଅଗ୍ରୱାଲଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Related Posts

About The Author

Add Comment