ସମାଧି ମଣ୍ଡପ ଭଙ୍ଗା ଯିବାକୁ ତୀବ୍ର ବିରୋଧ

Spread the love

ବାରିପଦା, ୧୭/୧୨/୨୦୧୦(ସନ୍ଧାନ ନିଉଜ୍/ ଲିଙ୍ଗରାଜ ପଣ୍ଡା); ଦ୍ବିତୀୟ ଶ୍ରୀକ୍ଷେତ୍ର ୮ ବାରିପଦାରେ ଶ୍ରୀଶ୍ରୀ ହରିବଳଦେବଜିଉ ବିଜେ ମହାପ୍ରଭୁଙ୍କ ମନ୍ଦିର ନବୀକରଣ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ପୂର୍ବରୁ ମନ୍ଦିର ସମ୍ମୁଖରେ ଥିବା ସମାଧି ଅସନ୍ତୋଷ ଝାଡ଼ିଲେ ମହାରାଜା ପ୍ରବୀଣଦିମଣ୍ଡପକୁ ଭଙ୍ଗାଯିବାକୁ ନେଇ ଗଭୀର ଉଦ୍‌ବେଗପ୍ରକାଶ କରିଛନ୍ତି ମୟୁରଭଞ୍ଜ ମହାରାଜା ତଥା ପୂର୍ବତନମନ୍ତ୍ରୀ ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ। ଆଜି ଶ୍ରୀ ଭଞ୍ଜଦେଓମନ୍ଦିର ପରିଦର୍ଶନରେ ଆସିଥିଲେ। ସମାଧି ମଣ୍ଡପ ଭଙ୍ଗାଯିବା ପୂର୍ବରୁ ଜିଲ୍ଲା ପ୍ରଶାସନ ତାଙ୍କର ପରାମର୍ଶ ନେବାର ଆବଶ୍ୟକତା ରହିଥିବା କହିଥିଲେ । ସମାଧି ମଣ୍ଡପକୁ ଭାଙ୍ଗିବା ବଦଳରେ ଏହାର ରକ୍ଷଣାବେକ୍ଷଣର ଆବଶ୍ୟକତା ରହିଥିଲା ବୋଲି କହିବା ସହ ପ୍ରଶାସନର ଏହି କାର୍ଯ୍ୟକୁ ଦୃଢ଼ ନିନ୍ଦା କରିଥିଲେ ଶ୍ରୀ ଭଞ୍ଜଦେଓ ତାଙ୍କ ସହ ସାଂସଦ ଇଂ, ବିଶେଶ୍ଵର ଟୁଡୁ, ବାରିପଦା ବିଧାୟକ ପ୍ରକାଶ ସୋରେନମଧ୍ୟ ପରିଦର୍ଶନରେ ଆସିଥିଲେ । ଏଥିସହ ସେଠାରେ ପୁଣିଥରେ ସମାଧି ମଣ୍ଡପ ନିର୍ମାଣ କରାଯିବା ନିମନ୍ତେଦାବି କରିଥିଲେ। ସାଂସଦ ଶ୍ରୀ ଟୁଡ଼ୁ  ଜିଲ୍ଲାପାଳଙ୍କର କାର୍ଯ୍ୟ କରିବାର ଶୈଳୀ ଭଲ ନୁହେଁ ବୋଲି କହି ସମାଲୋଚନାକରିଥିଲେ। ସ୍ଥାନୀୟ ବିଧାୟକ ହୋଇଥିଲେ ବି ପ୍ରଶାସନତାଙ୍କ ସହ କିଛି ଆଲୋଚନା ନକରିବା ପରିତାପର ବିଷୟ ବୋଲି କହିଥିଲେ ବିଧାୟକ ପ୍ରକାଶ ସୋରେନ  

Related Posts

About The Author

Add Comment