ସମାଜସେବୀ ନବକୃଷ୍ଣ ସାମଲଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ

Spread the love

ବଡ଼ଚଣା, ୨୦/୧୧ (ସନ୍ଧାନ ନିୟୁଜ/ମାନସ ରାଉତ): ବଡ଼ଚଣା ବ୍ଲକ ଅନ୍ତର୍ଗତ କୁନ୍ଦଳ ଗ୍ରାମ ପଞ୍ଚାୟତ ଅଧିନ ହରିପୁର ଗ୍ରାମର ସମାଜ ସେବୀ ନବକୃଷ୍ଣ ସାମଲଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ପାଳିତ ହୋଇଯାଇଛି । ସମିତି ସଭ୍ୟ ଅନନ୍ତ କିଶୋର ସଭାପତିତ୍ୱରେ ଆୟୋଜିତ ସ୍ମୃତି ଚାରଣ ସଭାରେ ରାଜ୍ୟ ଭାଷା ସାହିତ୍ୟ ଓ ସଂସ୍କୃତି ଉପଦେଷ୍ଟା ଜନ୍ମେଜୟ ଲେଙ୍କା, ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥି, ଜିଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ, ନିରଜଂନ ସେନାପତି, ଅଭିମନ୍ୟୁ ଧଳ, ଚନ୍ଦନ ପ୍ରଧାନ, ବୃନ୍ଦାବନ ସାମଲ, ସରପଞ୍ଚ ଅନନ୍ତ ଦାସ, ପ୍ରଫୁଲ ସାମଲ, ହୃଶିକେଷ ସାମଲ, ମନୋଜ କୁମାର ରାଉତ, ନିରଜଂନ ବିଶ୍ୱାଳ, ବ୍ରଜବନ୍ଧୁ ନାୟକ, ବାବାଜୀ ଚରଣ ସ୍ୱାଇଁ, ବେଣୁଧର ସାମଲ, ପ୍ରଫୁଲ କୁମାର ବଳ, ଅଜୟ ସାମଲ, ଦିଲୀପ କୁମାର ସାମଲ, ଦୀପକ ସାମଲ, ସାମ୍ବାଦିକ ପ୍ରଶାନ୍ତ ଜେନା, ସୁରେନ୍ଦ୍ର କୁମାର ସାମଲ ପ୍ରମୂଖ ଯୋଗ ଦେଇ ସ୍ୱର୍ଗତ ସାମଲଙ୍କ ସାମାଜିକ ସେବା ଓ ବହୁମୂଖୀ ପ୍ରତିଭାର ସ୍କୃତି ଚାରଣ କରିଥିଲେ ।

Related Posts

About The Author

Add Comment