ସବରୀମାଳା ପ୍ରସଙ୍ଗ: ବଡ଼ ବେଞ୍ଚକୁ ଦାୟିତ୍ୱ

Spread the love

ନୂଆଦିଲ୍ଲୀ, ୧୪/୧୧ (ସନ୍ଧାନ ନିୟୁଜ): ସୁପ୍ରିମକୋର୍ଟ ସବରୀମାଳା ବିବାଦ ପ୍ରସଙ୍ଗର ଶୁଣାଣି ଦାୟିତ୍ୱ ୭ ଜଣିଆ ବଡ଼ ବେଞ୍ଚକୁ ହସ୍ତାନ୍ତର କରିଛନ୍ତି।୭ ଜଣିଆ ବଡ଼ ବେଞ୍ଚ ଏବେ ଏହାର ଶୁଣାଣି କରିବେ।ଏବେ ମନ୍ଦିରରେ ୫୦ ବର୍ଷ ବୟସରୁ କମ ବୟସର ମହିଳାଙ୍କ ପ୍ରବେଶ ଅନୁମତି ଉପରେ କୌଣସି ରାୟ ନଦେଇ ତାହା ଯଥାବିଧି ରଖିଛନ୍ତି ସୁପ୍ରିମକୋର୍ଟ।

Related Posts

About The Author

Add Comment