ସୁନ୍ଦରଗଡ : (ସନ୍ଧାନ ନିଉଜ /ରାଜୁ ପଟେଲ ) ଦୀର୍ଘ ଗୋଟେ ବର୍ଷ ହେଲା କରନା ର ପ୍ରକୋପରେ ସାଧାରଣ ଲୋକଙ୍କର ଅଣ୍ଟା ଭାଙ୍ଗିଯାଇଛି
ଯେଉଁଠି ବହୁତ ଲୋକ ନିଜର ଜୀବିକା ହରାଇଛନ୍ତି ସେଠି କିଛି ଲୋକ ଖାଇବାକୁ ଦିଓଳି ମଧ୍ୟ ପାଉନାହାନ୍ତି
ଏହି ସମୟରେ ସମସ୍ତଙ୍କ ନଜର କେବଳ ସରକାରୀ ଅନୁଦାନକୁ ଚାହିଁ ରହିଛି l ସୁନ୍ଦରଗଡ ଜିଲା ସବଡେ଼ଗା ବ୍ଲକ ର ଲତଡେଗା ଠାରେ ଗତକାଲି ପଞ୍ଚାୟତ ତରଫରୁ ସରପଞ୍ଚ ଶ୍ରୀମତୀ ସୁଜାତା ଲାକ୍ରା ଗରିବ ଲୋକଙ୍କୁ ମାଗଣାରେ ରାସନ କୀଟ ପ୍ରଦାନ କରିଛନ୍ତି l



