ସଞ୍ଜିବନୀ ସେବା ଫାଉଣ୍ଡେସନ ପକ୍ଷରୁ ଯରା ନିବାସ ରେ କମ୍ବଳ ବଣ୍ଟନ

Spread the love
କଟକ ସଦର,(ସନ୍ଧାନ ନ୍ୟୁଜ୍) : ପ୍ରବଳ ଶୀତର ପ୍ରବାହକୁ ଦୃଷ୍ଟିରେ ରଖି ଏଲମାପୁର ସ୍ଥିତ ଯରାନିବାସରେ ଅସହାୟ ବୃଦ୍ଧ,ବୃଦ୍ଧାଙ୍କୁ ସଞ୍ଜିବନି ସେବା ଫାଉଣ୍ଡେସନ ପକ୍ଷରୁ କମ୍ବଳ,ଗୀତା ଓ ଖାଦ୍ୟ ବଣ୍ଟନ କରାଯାଇଛି l ଉକ୍ତ କାଯ୍ୟକ୍ରମରେ  ଅତିଥି ଭାବରେ ସୁସାହିତ୍ୟିକ,ପ୍ରକାଶକ ଶ୍ରୀଯୁକ୍ତ ଚନ୍ଦ୍ରମଣି ଭୂୟାଁ,ସମାଜସେବୀ ଅଶୋକ କୁମାର ରାଉତ,ପ୍ରକାଶ କୁମାର ରାଉତ ସଞ୍ଜିବନୀ ସେବା ଫାଉଣ୍ଡେସନର ସଦସ୍ୟ ରଞ୍ଜନ କୁମାର ନାୟକ,ସରୋଜ ସେଠୀ, ସିମ୍ପଲ ସାହୁ,ଶୋଭାନନ୍ଦ ବେହେରା, ଭବାନୀ ଶଙ୍କର ପାଣିଗ୍ରାହୀ,  ସଭାପତି ସୋମ୍ୟ ରଞ୍ଜନ ଭୂୟାଁ, ସମ୍ପାଦକ ବିକ୍ରମ କେଶରୀ ନାଥ,  କୋଷାଧ୍ୟକ୍ଷ ତ୍ରିନାଥ ମହାରଣା   କମ୍ବଳ ଏବଂ ଖାଦ୍ୟ ବଣ୍ଟନ କାଯ୍ୟକ୍ରମରେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ l

Related Posts

About The Author

Add Comment