ସଚେତନନାଗରିକ ମଞ୍ଚପକ୍ଷରୁ ସଡ଼କ ସୁରକ୍ଷା ଅଭିଯାନ

Spread the love

ଯାଜପୁର, ୧୦/୨(ସନ୍ଧାନ ନିୟୁଜ/ ପ୍ରଶାନ୍ତ ସାମଲ )ଗତଚାରିତାରିଖଠାରୁ ସମଗ୍ର ରାଜ୍ୟରେ ସଡକସୁରକ୍ଷା ସପ୍ତାହପାଳନ ହେଉଥିବାବେଳେ ଆଜିଅନ୍ତିମ ଦିବସରେ ସଚେତନ ନାଗରିକମଞ୍ଚ ଯାଜପୁରପକ୍ଷରୁ ଚଣ୍ଡିଖୋଲ ଡ଼ୁବୁରୀ ଜାତୀୟରାଜପଥର କବାଟବନ୍ଧବ୍ରାହ୍ମଣୀସେତୁ ନିକଟରେ ସଡ଼କସୁରକ୍ଷାପାଇଁ ଅଭିନବଉପାୟରେ ସଚେତନତା କରାଯାଇଛି ସଡ଼କସୁରକ୍ଷା ସପ୍ତାହପାଳନଅବସରରେ ଅନୁଷ୍ଠିତ ଏହିକାର୍ଯ୍ୟକ୍ରମରେ ବିନାହେଲମେଟରେ  ବାଇକ ଚଲେଇବା  ସିଟବେଲ୍ଟ ନବାନ୍ଧି ବା ମଦପି ଗାଡିଚଲାଇବା ମାବାଇଲ ଫୋନେରେକଥା ହେଇଗାଡି ଚଲେଇବା ଏବଂ ଦ୍ରୁତଗତିରେ ଗାଡିନଚଲେଈବା ପାଇଁ ଲୋକମାନଙ୍କୁ ଫୁଲହାର ଦିଆଯାଇ ସଚେତନତା କରାଇଥିଲେ ନିଜରସୁରକ୍ଷା ପାଇଁ ସର୍ବଦା ହେଲମେଟପିନ୍ଧିବା ନିହାତିଆବଶ୍ୟକବୋଲି ଏହିସଚେତନ କାର୍ଯ୍ୟକ୍ରମରେ ମଞ୍ଚରଆବାହକ ସରୋଜ କାନ୍ତ ବେହେରା ଉପଦେଷ୍ଟା ପରମାନନ୍ଦସାହୁ ସୁବ୍ରତଦାଶ ଦେବାଶିଷ ବେହେରା ସୋମ୍ୟ ରଞ୍ଜନ ସାହୁଙ୍କ ସମେତବୋହୁ ସଭ୍ୟସାମିଲୀ ହୋଇଥିଲା

https://www.youtube.com/watch?v=SN8ZiTHip14

Related Posts

About The Author

Add Comment