ଷଷ୍ଠ ଶ୍ରେଣୀର ଛାତ୍ରୀ ୩ମାସ ର ଗର୍ଭବତୀ

Spread the love

କେନ୍ଦୁଝର (ନି.ପ୍ର) ; କେନ୍ଦୁଝର ସଦର ଥାନା ଅନ୍ତର୍ଗତ ମହାଦେଇଯୋଡା ଅଚଳର ଜଣେ ଗରିବ ଶ୍ରେଣୀର ଝିଅକୁ ନିଜର ଗୋଟିଏ ବୋଖରା ଘରେ ସମସ୍ତେ ରହିବାର ଅସୁବିଧା କାରଣରୁ ପାଖ ଘରକୁ ଶୋଇବାକୁ ଯିବାରୁ ସେ ଘର ର ନାବାଳକ ପୁଅ ସହ ଖରାପ ସମ୍ପର୍କ ହେବାରୁ ସେ ଝିଅ ଏବେ ୩ମାସ ର ଗର୍ଭବତି ।ଏ ନେଇ ପୋଲିସ ଏକ ମାମାଲା ରଜୁ କରି କେସର ତର୍ଜମା କରୁଛି । ଏକ ସରକାରୀ ଅବାସୀକ ବିଦ୍ୟାଳୟରେ ପାଠ ପଢୁ ଥିବା ଝିଅଟିର ବାପା , ମା ନଥିବାରୁ ସର୍ମ୍ପକୀୟ ଜେଜେ ବାପା ଓ ଜେଜେ ମାଙ୍କ ଘରକୁ ଲକଡାଉନ୍ ସମୟରେ ବୁଲିବାକୁ ଆସିଥିବା ବେଳେ ଏଭଳି ଅବସ୍ଥା ହୋଇଥିବାର ପ୍ରକାଶ ।
ରିପୋର୍ଟ- ଲିଙ୍ଗରାଜ ପଣ୍ଡା

Related Posts

About The Author

Add Comment