ଧର୍ମଶାଳା, ୨୨/୧୧ (ସନ୍ଧାନ ନିଉଜ) : ରାଜ୍ୟ ସତ୍ୟସାଇ ସେବା ସଂଗଠନ ଆନୁକୁଲ୍ୟରେ ଜାରକା ସତ୍ୟସାଇ ସେବା ସମିତି ପକ୍ଷରୁ ସ୍ଥାନୀୟ ସାଇ ଆରୋଗ୍ୟମ୍ ପରିସରରେ ଆୟୋଜିତ ଶ୍ରୀ ସତ୍ୟସାଇ ପୁନଃସହାବସ୍ଥାନ (ଏସ୍.ଆର୍.ପି)କାର୍ଯ୍ୟକ୍ରମକୁ ରାଜ୍ୟ ସତ୍ୟସାଇ ସେବା ସଂଗଠନ ସଭାପତି ନାରାୟଣ ପ୍ରସାଦ୍ ସର ଇଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଧର୍ମଶାଳାବିଧାୟକ ପ୍ରଣବ କୁନାର ବଳବନ୍ତ ରାୟ ରାଜ୍ୟ ଟ୍ରଷ୍ଟ ସଦସ୍ୟ ସୁଶାନ୍ତକୁମାର ପଟ୍ଟନାୟକ,କନାତନ ପାତ୍ର, ବରିଷ୍ଠ ସାଇସେବକ ବିଦ୍ୟାଧର ସାହୁ, ଜିଲା ସଭାପତି ଆବାସକୁମାର ମଜୁମ୍ଦାର, ପୂର୍ବତନ ଜିଲା ସଭାପତି ଧୀରେନ୍ଦ୍ରକୁମାର ସାହୁ, ଅବସରପ୍ରାପ୍ତ ଜିଲା ସିଡିଏମ୍ଓ ଡା. ନିଶିକାକାନ୍ତ କର, ରାଜ୍ୟ ଟ୍ରଷ୍ଟ ସଦସ୍ୟ ଅରୁଣକୁମାର ପଣ୍ଟା, ଟା. ପରମେଶ୍ୱର ନାୟକ, ଶିକ୍ଷା ସଂଯୋଜିକା ମନୋରମା ସାମଲ, ଇନରହୁଇଲ ପୂର୍ବତନ ସଭାନେତ୍ରୀ ଯଥା ସମାଜସେବୀ ମାଧୁରୀ ଶତପଥୀ, ମିନତି ସାହୁ, ପ୍ରମୁଖ ଭଗବାନ ଶ୍ରୀ ସତ୍ୟସାଇଙ୍କ ନିସ୍ୱାର୍ଥପର ସେବା ମା




