ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କେ଼ାରୋନା ଯୋଦ୍ଧାଙ୍କୁ ମାନପତ୍ର

Spread the love

କେନ୍ଦ୍ରାପଡ଼ା/ଆଳି ୦୩/୦୮/୨୦୨୦ (ସନ୍ଧାନ ନିଉଜ)  ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆଳି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ମାସ ମାସ ଧରି ପରିବାର ମୁଁହ କୁ ନ ଦେଖି ଅବିରତ ସେବା କରିଆସୁଥିବା କର୍ମକର୍ତ୍ତା ମାନଙ୍କୁ ମାନପତ୍ର ଏବଂ କେ଼ାରୋନା ସୁରକ୍ଷା କିଟ୍ ପ୍ରଦାନ କରି ସମ୍ମାନିତ କରିଥିଲେ | ଏଥିରେ ଟ୍ରଷ୍ଟ ର ସଭାପତି ଶ୍ରୀ ଦମନ ମହାନ୍ତିଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଯଥା ଶ୍ରୀ କେଦାର ସ୍ୱାଇଁ, ଶ୍ରୀ ରାକେଶ ପଣ୍ଡା, ଶ୍ରୀ ଶାନ୍ତନୁ ମଲ୍ଲିକ ଉପସ୍ଥିତ ରହି କାର୍ଯ୍ୟ ସମ୍ପାଦନ କରିଥିଲେ |

Related Posts

About The Author

Add Comment