କଟକ, ୦୭/୧୨/୨୦୨୧ (ସନ୍ଧାନ ନିଉଜ) : କଥାରେ ଅଛି ତୁଳସୀ ଦୁଇ ପତ୍ରରୁ ବାସେ । ସେହିଭଳି ଜଣେ ପ୍ରତିଭା ହେଉଛନ୍ତି କଟକ ସଦର କିଶନନଗର ଥାନା ସୋଗଲ ଗ୍ରାମର ବିଶିଷ୍ଟ ସମାଜସେବୀ ଇଂ.ବସନ୍ତ କୁମାର ରାଉତଙ୍କ ସୁପୁତ୍ର ଶିଶୁ ଚିତ୍ରଶିଳ୍ପୀ ତଥା ଲୋଲା ଇଣ୍ଟରନେସନାଲ ସ୍କୁଲର ଜୁନିଅର କେଜିର ଛାତ୍ର ସୌଭାଗ୍ୟ ରାଉତ ଶିକ୍ଷା କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିବା ସହ ଚିତ୍ରକଳା ଦିଗରେ ଖୁବ୍ ପାରଦର୍ଶିତା ଲାଭ କରିଛନ୍ତି । ଅଗ୍ରଣୀ ସାଂସ୍କୃତିକ ସଂଗଠନ ସରସ୍ଵତୀ କଳା ପରିଷଦ ପକ୍ଷରୁ ଏହି ଶିଶୁ ପ୍ରତିଭାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରାଯାଉଛି ।
ଶିଶୁ ଚିତ୍ରଶିଳ୍ପୀ : ସୌଭାଗ୍ୟ ରାଉତ
|
December 8, 2021 |