ଶିତାଂଶୁ ମହାପାତ୍ର ହେଲେ ଭଦ୍ରକ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ

Spread the love

ବହୁ ପ୍ରତୀକ୍ଷା ର ଅନ୍ତ ଘଟାଇ, ରାଜ୍ୟ ସରକାର ଭଦ୍ରକ ବିଧାୟକ ଶ୍ରୀଯୁକ୍ତ ସିତାଂଶୁ ମହାପାତ୍ର ଙ୍କୁ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରୁପେ ଅବସ୍ଥାପିତ କରି ଥିବାରୁ, ଭଦ୍ରକ ଜିଲ୍ଲା ବାସୀ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ପାଳିଆ ବିନ୍ଧା ପଞ୍ଚାୟତ ର ଯୁବ ନେତା ଶ୍ରୀଯୁକ୍ତ ଉଷା କାନ୍ତ ନାୟକ ତାଙ୍କ ପ୍ରତିକ୍ରିୟା ରେ କହିଥିଲେ ଯେ ନନା ଙ୍କ ନୂଆ ଦାୟିତ୍ଵ ଭଦ୍ରକ କୁ ବିକାଶ ପଥ ରେ ଆଗେଇ ନେବା। ଅନ୍ୟ ମାନଙ୍କ ମଧ୍ୟ ରେ ବାସୁଦେବପୁର ନେତା ବାଣୀ କଲ୍ୟାଣ ମହାନ୍ତି, ସୁଧାଂଶୁ ଶେଖର ନାୟକ। କାଂହ୍ନା ଭୋଇ, ପ୍ରଶାନ୍ତ ପଲେଇ ଭଦ୍ରକ ବିଧାୟକ ଙ୍କୁ ସ୍ବାଗତ କରିବା ସହିତ ସମ୍ମାନିତ କରିଛନ୍ତି। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ ନିୟୁକ୍ ଅନୁସନ୍ଧାନ

Related Posts

About The Author

Add Comment