ଭୁବନେଶ୍ୱର, ୨୮/୨/୨୦ (ସନ୍ଧାନ ନିଉଜ) : ପୂର୍ବାଞ୍ଚଳ ପରିଷଦ ବୈଠକ ଶେଷ ହେବା ପରେ ଆଜି ନବୀନ ନିବାସରେ ଏକାଠି ମଧ୍ୟାହ୍ନ ଭୋଜନ କରିଛନ୍ତି ଶାହା ,ଧର୍ମେନ୍ଦ୍ର ,ନବୀନ , ନୀତିଶ ଓ ମମତା । ତେବେ ଏହି ମଧ୍ୟାହ୍ନ ଭୋଜନରେ ସମସ୍ତ ଅତିଥିଙ୍କୁ ପରଷା ଯାଇଥିବା ଓଡ଼ିଆ ଖାଦ୍ୟ ଗୁଡିକ ହେଲା ଭାତ, ଡାଲି, ଆଳୁ-ମଟର ,ମଟର ମସଲା, ମାଛ ତରକାରୀ, ବାଇଗଣ ଫ୍ରାଏ , ଗୁଚି ପନିର, ଟମାଟୋ ଚଟଣୀ, ପାମ୍ପଡ, ବୁନ୍ଦି ରାଇତା, ଛେନାପୋଡ, ରସମଲାଇ, ଛେନା ପୋଡ଼, ଇତ୍
ଶାହା ,ଧର୍ମେନ୍ଦ୍ର ,ନୀତିଶ ଓ ମମତା ଙ୍କୁ ଖୋଇଲେ ନବୀନ
|
February 28, 2020 |