ଶହୀଦ ଦିବସକୁ ନିର୍ମଳ ମୁଣ୍ଡା ଜୟନ୍ତୀ ଭାବେ ପାଳିବ ରାଉରକେଲା ଇସ୍ପାତ କାରଖାନା

Spread the love
ରାଉରକେଲା, ୧୩/୦୩ (ସନ୍ଧାନ ନିୟୁଜ) : ଶହୀଦ ଦିବସକୁ ନିର୍ମଳ ମୁଣ୍ଡା ଜୟନ୍ତୀ ରୂପେ ପାଳିବ ରାଉରକେଲା ଇସ୍ପାତ କାରଖାନା । ପ୍ରତିବର୍ଷ ଏପ୍ରିଲ 25କୁ ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ ଜିଲ୍ଲା ଶହୀଦ ଦିବସ ରୂପେ ପାଳନ କରୁଥିବା ବେଳେ ରାଉରକେଲା ଇସ୍ପାତ କାରଖାନା ଏହି ଦିବସକୁ ନିର୍ମଳ ମୁଣ୍ଡା ଜୟନ୍ତୀ ରୂପେ ପାଳନ କରିବାକୁ ସୀମିତ ଛୁଟିଦିନ ସୂଚୀରେ ରଖିଛି ।   ପ୍ରତିବର୍ଷ ଏପ୍ରିଲ 25କୁ ରାଉରକେଲା ସମେତ ସମଗ୍ର ସୁନ୍ଦରଗଡ ଜିଲ୍ଲା ଶହୀଦ ଦିବସ ରୂପେ ପାଳନ କରୁଥିବା ବେଳେ ରାଉରକେଲା ଇସ୍ପାତ କାରଖାନା ଏହି ଦିବସକୁ ନିର୍ମଳ ମୁଣ୍ଡା ଜୟନ୍ତୀ ରୂପେ ପାଳନ କରିବାକୁ ସୀମିତ ଛୁଟିଦିନ ସୂଚୀରେ ରଖିଛି ।  ଗତ 1939 ମସିହା ଏପ୍ରିଲ 25ରେ ହୋଇଥିବା ଏହି ଗୁଳିକାଣ୍ଡରେ ନିର୍ମଳ ମୁଣ୍ଡାଙ୍କୁ ଗିରଫ କରାଯାଇଥିଲା ଓ ସ୍ବାଧୀନତା ପରେ ତାଙ୍କୁ ଜେଲରୁ ଛଡାଯାଇଥିଲା। ପରେ ସେ ବିଶ୍ରା ନିର୍ବାଚନ ମଣ୍ଡଳୀରୁ ଝାଡଖଣ୍ଡ ପାର୍ଟିର ବିଧାୟକ ହୋଇଥିଲେ।

Related Posts

About The Author

Add Comment