Homeଜିଲ୍ଲା ପରିକ୍ରମାକେନ୍ଦୁଝରଲୋଡର ଆଘାତରେ ମୋଟରସାକେଲ ଆରୋହୀ ଗୁରୁତର ଲୋଡର ଆଘାତରେ ମୋଟରସାକେଲ ଆରୋହୀ ଗୁରୁତର Santosh Rout | May 23, 2018 | Spread the love21 21Shares ଯୋଡା- ୨୩/୦୫ : (sandhan news / N Jena ) ମଙ୍ଗଳବାର ରାତି ପ୍ରାୟ ସାଢେ ୮ଟା ସମୟରେ କମାରଯୋଡା ସରକାରୀ ଡାକ୍ତରଖାନା ସମ୍ମୁଖରେ ଏକ ଲୋଡର ଆଘାତରେ ଜଣେ ମୋଟରସାଇକେଲ ଆରୋହୀ ଗୁରୁତର ହୋଇଥିବା ଜଣାପଡିଛି। ଆହତ ବ୍ୟକ୍ତି ଜଣଙ୍କ ହେଲେ ରାଉତ ମୁଣ୍ଡା ଏବଂ ଘର କମାରଯୋଡାରେ ବୋଲି ଜଣାପଡିଛି। ରାଉତ ମୁଣ୍ଡା ରକ୍ତାକ୍ତ ଅବସ୍ଥାରେ ସଂଗ୍ୟାହୀନ ହୋଇ ରାସ୍ତା ଉପରେ ପଡିଥିବା ବେଳେ ତାଙ୍କୁ କେତେ ଜଣ ସ୍ଥାନୀୟ ଯୁବକ ଯୋଡାସ୍ଥିତ ଟାଟା ଡାକ୍ତାରଖାନାକୁ ଆଣିଥିଲେ। ସେଠାରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କର ସଂଗ୍ୟା ଫେରିଥିଲା। ଘଟଣା ସ୍ଥଳରେ ଯୋଡା ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ସମ୍ପୃକ୍ତ ଲୋଡରଟି ମୋଟରସାଇକେଲକୁ ଓଭରଟେକ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ଲୋଡରର ଦାନ୍ତଟି ତାଙ୍କ ମୁଣ୍ଡରେ ବାଜିଥିବା ଜଣାପଡିଛି। 21Shares Related Posts ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲରେ ବିଜ୍ଞାନ ଓ ଚିତ୍ରକଳା ପ୍ରଦର୍ଶିନୀ December 18, 2025 | Manas Kumar Rout | ଅଧିକ ପଢନ୍ତୁ ବେତନଟୀ ମହାବିଦ୍ୟାଳୟର ୪୩ତମ ପ୍ରତିଷ୍ଠା ଦିବସ August 23, 2020 | Biswajit Parida | ଅଧିକ ପଢନ୍ତୁ ପ୍ରତିଜ୍ଞା ନିଶା ନିବାରଣ କେନ୍ଦ୍ରରେ ଗୁରୁଦିବସ ପାଳିତ September 6, 2020 | Biswajit Parida | ଅଧିକ ପଢନ୍ତୁ ପବନସୁତ ହନୁମାନ ପୂଜା କମିଟି ପକ୍ଷରୁ ହୋଲି ମହୋତ୍ସବ ପାଳିତ March 4, 2026 | Sundargada News | ଅଧିକ ପଢନ୍ତୁ About The Author Santosh More From This Author Add Comment Cancel reply Save my name, email, and website in this browser for the next time I comment.
ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲରେ ବିଜ୍ଞାନ ଓ ଚିତ୍ରକଳା ପ୍ରଦର୍ଶିନୀ December 18, 2025 | Manas Kumar Rout | ଅଧିକ ପଢନ୍ତୁ