Homeଜିଲ୍ଲା ପରିକ୍ରମାକଟକଲୁହାପଥର ଚୋରା ଚାଲାଣ ଉଦ୍ୟମ ଟ୍ରକ ଜବତ ୫ ଗିରଫ ଲୁହାପଥର ଚୋରା ଚାଲାଣ ଉଦ୍ୟମ ଟ୍ରକ ଜବତ ୫ ଗିରଫ Manas Kumar Rout | June 7, 2018 | Spread the love16 16Shares କେନ୍ଦୁଝର (ସନ୍ଧାନ ନିୟୁଜ୍/ଅନନ୍ତ କିଶୋର ଜେନା) ଲୁହାପଥର ଚୋରା ଚାଲାଣ ଉଦ୍ୟମ ବେଳେ ଚଂପୁଆ ପୋଲିସ ପକ୍ଷରୁ ଚଢାଉ କରାଯାଇ ଏକ ଟ୍ରକକୁ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ୫ ଜଣକୁ ଗିରଫ କରିଥିବା ଜଣାପଡିଛି। ଗତ ରାତି ପ୍ରାୟ ୧୨ ବେଳକୁ ଆଂଗୁଳିଆ ନିକଟରେ ଥିବା ଏକ ପୁରୁଣା କ୍ରସର ନିକଟରୁ ଆର ଜେ ୦୪ ଜିଏ ୪୯୫୮ ଟ୍ରକ ରେ ଲୁହାପଥର ଚୋରା ଚାଲାଣ ହେଉଥିବା ଖବର ଚଂପୁଆ ପୋଲିସ ପାଇଥିଲା। ସଂଗେ ସଂଗେ ପୋଲିସ ପକ୍ଷରୁ ଘଟଣାସ୍ଥଳରେ ଚଢାଉ କରାଯାଇ ସଂପୃକ୍ତ ଟ୍ରକ ସହ ଗାଡିରେ ଥିବା ବଡବିଲର କିଶାନ ମୁଣ୍ଡା, କ୍ରାନ୍ତି ମୁଣ୍ଡା ଠାକୁରାଣୀ ର ବିଶାଲ ମୁଣ୍ଡା, ଆଂଗୁଳିଆ ର ବିଶାଲ ହାସଦା, ଆଂଗୁଳିଆ ର ନରତ୍ତୋମ ହାସଦା, ବାସୁଦେବପୁର ର ସୁନାରାମ ମୁଣ୍ଡା କୁ ଗିରଫ କରିଥିବା ଜଣାପଡିଛି। 16Shares Related Posts ତିହିଡ଼ି ବ୍ଲକ ଅନ୍ତର୍ଗତ ପାଳିଆ ବିନ୍ଧା ପଞ୍ଚାୟତ ର ନାୟକ ସାହି ମେଳଣ March 2, 2026 | Manas Kumar Rout | ଅଧିକ ପଢନ୍ତୁ ହାତୀ ହତ୍ୟା ଘଟଣାରେ ୨ ବନ କର୍ମଚାରୀ ନିଲମ୍ବିତ June 18, 2020 | Sandhan News | ଅଧିକ ପଢନ୍ତୁ ସମାଜସେବୀ ପଣ୍ତିତ ରମେଶ ଚନ୍ଦ୍ର ଶତପଥୀଙ୍କ ପରଲୋକ November 19, 2025 | Santosh Rout | ଅଧିକ ପଢନ୍ତୁ କୂଅରେ ପଡ଼ି ଯୁବକ ମୃତ May 29, 2018 | Santosh Rout | ଅଧିକ ପଢନ୍ତୁ About The Author Manas More From This Author Add Comment Cancel reply Save my name, email, and website in this browser for the next time I comment.
ତିହିଡ଼ି ବ୍ଲକ ଅନ୍ତର୍ଗତ ପାଳିଆ ବିନ୍ଧା ପଞ୍ଚାୟତ ର ନାୟକ ସାହି ମେଳଣ March 2, 2026 | Manas Kumar Rout | ଅଧିକ ପଢନ୍ତୁ