Homeଜିଲ୍ଲା ପରିକ୍ରମାବାଲେଶ୍ବରଲିଙ୍ଗ ନିରୂପଣ ଅଭିଯୋଗରେ ନର୍ସିଂହୋମରେ ଚଢାଉ ଲିଙ୍ଗ ନିରୂପଣ ଅଭିଯୋଗରେ ନର୍ସିଂହୋମରେ ଚଢାଉ Sandhan News | October 11, 2019 | Spread the love ବାଲେଶ୍ବର, ୧୧/୧୦ (ସନ୍ଧାନ ନିଉଜ) : ଲିଙ୍ଗ ନିରୂପଣ ଅଭିଯୋଗରେ ବାଲେଶ୍ବର ଜିଲା ସୋରରେ ଥିବା ଦୁଇଟି ନର୍ସିଂହୋମରେ ଚଢାଉ ହୋଇଛି। ଉପଜିଲାପାଳ ଏବଂ ସିଡିଏମଓ ଚଢ଼ାଉ କରି ଦୁଇଟି ଅଲ୍ଟ୍ରାସାଉଣ୍ଡ ମେସିନ ଜବତ କରାଯାଇଛି। ଏହା ସହ ଉଭୟ ନର୍ସିଂହୋମକୁ ସିଲ୍ କରାଯାଇଛି। Related Posts ବ୍ୟାସ କବି ଫକୀର ମୋହନଙ୍କ ଜୟନ୍ତୀ ପାଳନ January 16, 2022 | Sandhan News | ଅଧିକ ପଢନ୍ତୁ ଗଞ୍ଜାମ: କଣ୍ଟିଆଗଡରେ ଘନ ଘନ ବୋମାମାଡ଼ July 26, 2018 | Manas Kumar Rout | ଅଧିକ ପଢନ୍ତୁ ସୁନ୍ଦରଗଡରେ କିଏ ଜିତିବା ଏଥର: ଜୁଏଲ, ସୁନୀତା ନା ଜର୍ଜ March 28, 2019 | Manas Kumar Rout | ଅଧିକ ପଢନ୍ତୁ ପୋଲିସ୍ ଗାଡି ପୋଡି ଘଟଣାରେ ୬ ଗିରଫ January 16, 2021 | 2005lindadavis1989 | ଅଧିକ ପଢନ୍ତୁ About The Author sandhan@news More From This Author Add Comment Cancel reply Save my name, email, and website in this browser for the next time I comment.