ଲାଞ୍ଚ ନେବା ଅଭିଯୋଗରେ ଅମିନ ତୋଫାନ କୁମାର ମହନ୍ତ ଗିରଫ

Spread the love

କୋକସରା,୨୬/୯(ସନ୍ଧାନ ନିୟୁଜ) : ଇନ୍ଦ୍ରାବତୀ ଉଠା ଜଳସେଚନ ପ୍ରକଳ୍ପ ପ୍ରସ୍ତାବିତ ଏକ ଜମିର ଦର ବଢେ଼ଇବା ପାଇଁ ଲାଞ୍ଚନେଇ ଜଣେ ଅମିନ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିବା ଜଣାପଡିଛି। ଖବରଅନୁସାରେ କୁସୁମ ଖୁଣ୍ଟି ‌ସ୍ଥିତ ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀଙ୍କ ଅମିନ ତୋଫାନ କୁମାର ମହନ୍ତ ଲାଞ୍ଚନେଇ କଳାହାଣ୍ଡି ଭିଜିଲାନ୍ସ  ଦ୍ବାରା ଗିରଫ ହୋଇଛନ୍ତି । ଜୟପାଟଣା ବ୍ଲକର ଖିରସିନ୍ଧୁ ପାଣିଗ୍ରାହୀ ନାମକ ଜନୈକ ବ୍ୟକ୍ତିଙ୍କ ଠାରୁ ସେ ଲାଞ୍ଚ ନେଉଥିବାବେଳେ ମୋଟେର ଛକରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି।

Related Posts

About The Author

Add Comment