Homeଜିଲ୍ଲା ପରିକ୍ରମାମୟୁରଭଞ୍ଜଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଜିପିଟିଏ ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଜିପିଟିଏ Santosh Rout | May 31, 2018 | Spread the love16 16Shares ମୟୁରଭଞ୍ଜ, (ସନ୍ଧାନ ନିୟୁଜ୍)- ୪ହଜାରଟଙ୍କା ଲାଞ୍ଚନେବାବେଳେ ମୟୁରଭଞ୍ଜ ଭିଜିଲାନ୍ସ ହାତରେ ଧରାପଡିଲେ ମୋରଡ଼ାବ୍ଲକ ଦୁର୍ଗାପୁର ପଞ୍ଚାୟତର ଜିପିଟିଏ ଜିପିଟିଏ ରାଜଶ୍ରୀ ସାହୁ। ଠିକାଦାର ଅମରେଶ ବେହେରାଙ୍କ ଠାରୁ ଗାର୍ଡଵାଲ କାମର ବିଲ କରିବା ପାଇଁ ସାତ ହଜାର ଟଙ୍କା ମାଗି ଥିଲେ। ଉକ୍ତ ଘଟଣା ସମ୍ପର୍କରେ ସେ ମୟୁରଭଞ୍ଜ ଭିଜିଲାନ୍ସ ଟିମ ସହିତ ଯୋଗାଯୋଗ କରି ଥିଲେ। ଆଜି ଦିନ ୧୨.୫୦ ମି ସମୟରେ ଚାରି ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଥିଲେ। 16Shares Related Posts ଚଣ୍ଡୀତଳ ଗ୍ରାମପଞ୍ଚାୟତରେ ବୃକ୍ଷ ରୋପଣରେ ମହା ଘୋଟଲା , April 23, 2021 | Santosh Rout | ଅଧିକ ପଢନ୍ତୁ ଖଲିକୋଟରେ ର୍ମନ୍ତୁଦ ସଡକ ଦୁର୍ଘଟଣା, ବସ୍ ଚକା ତଳେ ପଡି ବାଇକ୍ ଆରୋହୀର ମୃତ୍ୟୁ November 2, 2019 | Manas Kumar Rout | ଅଧିକ ପଢନ୍ତୁ ଗରିବ ଆଦିବାସୀଙ୍କ ଭାତହାଣ୍ଡି କୁସୁମ କୋଳି July 22, 2020 | Sandhan office news | ଅଧିକ ପଢନ୍ତୁ 5T Secretary Visited different Schools in Bhubaneswar. January 18, 2021 | Sandhan News | ଅଧିକ ପଢନ୍ତୁ About The Author Santosh More From This Author Add Comment Cancel reply Save my name, email, and website in this browser for the next time I comment.
ଖଲିକୋଟରେ ର୍ମନ୍ତୁଦ ସଡକ ଦୁର୍ଘଟଣା, ବସ୍ ଚକା ତଳେ ପଡି ବାଇକ୍ ଆରୋହୀର ମୃତ୍ୟୁ November 2, 2019 | Manas Kumar Rout | ଅଧିକ ପଢନ୍ତୁ