ନବରଙ୍ଗପୁର, ୧୨/୦୬/୨୦୨୧ (ସନ୍ଧାନ ନିଉଜ୍/ଟୁନା କୁମାର ମିଶ୍ର) : ୨୬ ନମ୍ବର ଜାତିୟ ରାଜପଥ ତେଲି ସାହି ଛକରେ ଥିବା ଶୈନତସୀ ଲଜ ରେ କାମ କରୁଥିବା ଯୁବକଙ୍କ ଝୁଲନ୍ତା ମୃତ ଦେହ ମିଳିଛି । ମୃତ ବ୍ୟକ୍ତି ଜଣକ ଘର ଧୋବା ସାହିର ମନୋଜ ନାୟକ ଵୟସ (୨୨) ବାପା ତିରନାଥ ନାୟକ ଲଜ୍ ବନ୍ଦ ଥିବା ବେଳେ ଗୁରୁବାର ପୁର୍ବାନ୍ନ ୧୦ଟା ସମୟ ରେ ମୋନଜ ଘରୁ ବାହାରି ଲଜ୍ କୁ ଗାଧୋଇ ବାକୁ ଆସିଥିଲେ ମାଁ ବିମଳା ନାୟକ ବାରମ୍ବାର ବାରମ୍ବାର ଫୋନ କରିଥିଲେ ମଧ୍ୟ ସେ ଉଠାଇ ନଥିଲେ ପରେ ସେ ଲଜ୍ ମାଲିକ କୁ ସେ ଫନ କରିଥିଲେ ଅପରାହ୍ନ ୩ ୩୦ ସମୟରେ ଆସି ଦେଖିଲାବେଳକୁ ବାଥରୁମ ରେ ମୋନଜ ଆତ୍ମହତ୍ୟା କରିଥିବା ଦେଖିବାକୁ ପାରିଥିଲେ ମାଲିକ ତେଣୁ ସେ ତାଙ୍କ ପରୀବାର କୁ ଓ ପୋଲିସ କୁ ଖବର ଦେଇଥିଲେ। ନବରଙ୍ଗପୁର ଅତିରିକ୍ତ ଥାନା ଅଧିକାରୀ ରାମେଶ୍ୱର ପ୍ରଧାନ ଓ ସ୍ୟମ ସୁନ୍ଦର ରଥ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ, ଓ ସବ କୁ ପୋଷ୍ଟ ମଡମ କରିବା କୁ ଜିଲ୍ଲା ଡାକ୍ତରଖାନାକୁ ନିଆଯାଇଥିଲା କିନ୍ତୁ ଅପରାହ୍ନ ୫ଟା ବିତି ଯାଇଥିଲା ରୁ ପୋଷ୍ଟ ମଟମ ହୋଇ ନଥିଲା। ଶୁକ୍ରବାର ଦିନ ପୋଷ୍ଟ ମଟମ ହୋଇ ଅଧିକ ତଦନ୍ତ ଚାଲିଛି।
ତାଜା ଖବର
- ସବଡେଗାରେ ଅବକାରି ବିଭାଗର ଚଢ଼ାଉ ,୨୩୪ ଲିଟର ବିଦେଶୀମଦ ଜବତ
- ନାରୀ ନିର୍ଯାତନା ପ୍ରତିବାଦରେ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରିଲା କନ୍ଧମାଳ ଜିଲ୍ଲା କଂଗ୍ରେସ
- ଶ୍ରୀରାମ ବାଟିକାରେ ୨୪ ପ୍ରହରୀ ନାମଯଜ୍ଞ, ସାଧୁ ସନ୍ଥଙ୍କ ସମାଗମ
- ମାର୍ଚ୍ଚ ୧୯ରୁ ନୂଆ ନିୟମ ଲାଗୁ କରିବ ୟୁଟ୍ୟୁବ
- ଆଇସିସି ଚାମ୍ପିଅନ୍ସ ଟ୍ରଫି; ୩ୟ ଥର ପାଇଁ ଟାଇଟଲ ହାତେଇଲା ଭାରତ
- ଆମ ସଂସ୍କୃତି ଓ ଆମ ଖେଳନା କାର୍ଯ୍ୟକ୍ରମ ଆୟୋଜିତ
- ଆମ ସଂସ୍କୃତି ଓ ଆମ ଖେଳନା କାର୍ଯ୍ୟକ୍ରମ ଆୟୋଜିତ
- ଗର୍ଜନୀ ନଦୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର
- କ୍ଲଷ୍ଟର ସ୍ତରୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଆୟୋଜିତ
- ଓ୍ବାର୍ଲ୍ଡ ବୁକ୍ ଅଫ୍ ରେକର୍ଡ ଅଧିକାରୀ ଚାରି ବର୍ଷର ଆଦଭିକ୍