ଭଦ୍ରକ,୧୦/୧୨ (ସନ୍ଧାନ ନିୟୁଜ)ଭଦ୍ରକ ୧୬ ନଂ ଜାତିୟ ରାଜପଥର ରାଣିତାଲ ଛକ ନିକଟରେ ସଡକ ର୍ଦୁଘଟଣା,ଜଣେ ମୃତ ଜଣେ ଗୁରୁତ୍ବର ।ବାଲେଶ୍ବର ରୁ ଆସୁଥିବା KA 25D6996 ନଂ ହାଇୱା କୁ ଏକ ବାଇକ ଧକ୍କା ଦେବା ଫଳରେ ଘଟଣା ସ୍ଥାଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁରୁତ୍ବରଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତ୍ତି କରିଛି।ମୃତକର ପରିଚୟ ମିଳି ନ ଥିବା ବେଳେ ଗୁରୁତ୍ବର ଖଇରା ଅଞ୍ଚଳର ରମାକାନ୍ତ ଦାସ।ଏହି ର୍ଦୁଘଟଣା ପରେ ଫ୍ଲାଇ ଓଭର ବ୍ରିଜ ନିର୍ମାଣ ଦାବୀରେ ସ୍ଥାନିୟ ଜନସାଧାରଣ ରାସ୍ତା ଅବରୋଦ୍ଧ କରିଛନ୍ତି।//REPORT-RAMESH NAYAK
ରାଣୀତାଲରେ ଦୁର୍ଘଟଣା: ରାଜପଥ ଅବରୋଧ
|
December 10, 2019 |



