ରାଜ୍ୟରେ ୭୫୩ ନୂଆ ଆକ୍ରାନ୍ତ, ୧୭ ମୃତ

Spread the love

ଭୁବନେଶ୍ୱର, ୧୫/୧୧/୨୦ (ସନ୍ଧାନ ନିଉଜ) : ଆଜି ରାଜ୍ୟରେ ୭୫୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦୮୬୫୯ କୁ ବୃଦ୍ଧି ପାଇଛି। କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୪୩୪ ଜଣ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୩୧୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଥିଲେ ୧୨୭୧ ଜଣ। ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି ୫୨୫୯୬୭୫ ଜଣ। ମୋଟ ଆକ୍ରାନ୍ତ ୩୦୮୬୫୯। ମୋଟ ସୁସ୍ଥ ହେଲେଣି ୨୯୬୫୧୬ ଜଣ। ସକ୍ରୀୟ ଆକ୍ରାନ୍ତ ଅଛନ୍ତି ୧୦୫୬୩ ଜଣ। ରାଜ୍ୟରେ ଆଜି ୧୭ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ମୃତକଙ୍କ ସଂଖ୍ୟା ୧୫୨୭ କୁ ବୃଦ୍ଧି ପାଇଛି।

Related Posts

About The Author

Add Comment