ରାଜ୍ୟରେ ୨୦ରେ ପଂହଚିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଘରେ ପୁରା ରହିବାକୁ ପୁଣି ସରକାରଙ୍କ ନିବେଦନ
ରାଜ୍ୟରେ ୨୦ରେ ପଂହଚିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଘରେ ପୁରା ରହିବାକୁ ପୁଣି ସରକାରଙ୍କ ନିବେଦନ
Manas Kumar Rout |
April 4, 2020 |
ଭୁବନେଶ୍ୱର, ୦୪/୦୪ (ସନ୍ଧାନ ନିୟୁଜ) ରାଜ୍ୟରେ ଆଜି ଏକାବେଳେ କରୋନା ରୋଗୀଙ୍କ ସଂଖ୍ୟା ବଢିଯାଇଛି । ଏହି ସଂଖ୍ୟା ଆଜି ରାତି ମଧ୍ୟରେ ୨୦ ଚୁଇଁଛି । ଫଳରେ ରାଜ୍ୟବାସୀ ସମେତ ସରକାରଙ୍କ ଚିନ୍ତାବଢିଯାଇଛି । ଆଜି ବମିକାଲରେ ୩ଜଣଙ୍କ ପଜେଟିଭ ସୂଚନା ପରେ ପୁଣଇଥରେ ସ୍ୱାସ୍ଥ୍ୟବିଭାଗର ସାଇଟରେ କୋରନା ସଂଖ୍ୟା ବୃଦ୍ଧି ପାଇ ୨୦ରେ ପଂହଚିଛି । ଏମାନଙ୍କ ମଧ୍ୟରେ ସୁର୍ଯ୍ୟନଗରରେର ଆକ୍ରନ୍ତଙ୍କ ପରିବାର ଏବଂ ପୋଡଶୀ ୭ଜଣ ରହିଥିବା ବେଳେ ପୁରୀରେ ଜଣେ, ଯାଜପୁରରେ ଜଣେ ଏବଂ ଭଦ୍ରକ ୨ କଟକର ଜଣେ, ଯାଜପର ଜିଲ୍ଲାର ଜଣେ ଆକ୍ରାନ୍ତ ରହିଛନ୍ତି । ଫଳରେ ସାରା ସହରରେ କଫୁ ଲଗାଯାଇଛି । ଏପରକି ଏହାକୁ ନମାନି ବାହାରକୁ ବାହାରିଥିବା କେତକ ଯୁବକଙ୍କୁ ପୋଲିସ ମାଡ ମାରିବା ସହ ସଚେତନତା ସୃଷ୍ଟି କରିଛି । ସରକାରଙ୍କ ପକ୍ଷରୁ ପୁଣି ଥରେ ଘରେ ରହିବାକୁ ନିଦେ୍ର୍ଦଶନାମା ଜରି ହୋଇଛି । ନଚେତ ଏଥର କେସ ସହିତ ଜୋରିମାନ ହେବ ବୋଲି ସର୍ତକ କରାଯାଇଛି ।
Related Posts
About The Author