ଭୁବନେଶ୍ୱର,୦୨୧/୦୪/୨୧ (ସନ୍ଧାନ ନିଉଜ) : ରାଜ୍ୟରେ ଆଜି 4851 କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ 2814 ଓ ଲୋକାଲ କେସ 2037 ରହିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 703 ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହ ପଜିଟିଭଙ୍କ ସଂଖ୍ୟା 3 ଲକ୍ଷ 82 ହଜାର 315କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ଆକ୍ଟିଭ କେଶ୍ 30 ହଜାର 927 ରହିଛି ।
ରାଜ୍ୟରେ ଆଜି 4851 ନୂଆ ପଜିଟିଭ ଚିହ୍ନଟ
|
April 21, 2021 |


