ରାଜସ୍ଥାନରେ ଓଡିଆ ଯବାନ ମୃତ୍ୟୁ

Spread the love
ଭୁବନେଶ୍ଵର, ୨୭/୦୪/୨୦ (ସନ୍ଧାନ ନିଉଜ) : ରାଜସ୍ଥାନର କୁଇକ ଆକ୍ସନ ଫୋର୍ସରେ କାମ କରୁଥିବା ଓଡିଶା ଯବାନ ରାଜେଶ କୁମାର ସାହୁଙ୍କ ମୃୁତ୍ୟ ହୋଇଥିବା ଖବର ମିଳିଛି। ତାଙ୍କ ଘର ପୁରୀ ଜିଲ୍ଲା ନିମାପଡା ଅମୁଣିହା ପାଟଣା ଗାଁ’ରେ। ରାଜେଶଙ୍କ ମୃତ୍ୟୁରେ ସମଗ୍ର ନିମାପଡା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଅଞ୍ଚଳବାସୀ ରାଜେଶଙ୍କ ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି।

Related Posts

About The Author

Add Comment