ରାଉରକେଲାରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

Spread the love

ସୁନ୍ଦରଗଡ଼,୦୫/୦୫ (ସନ୍ଧାନ ନିଉଜ): ସୁନ୍ଦରଗଡ଼ ଜିଲ୍ଲା ରେ  ଆଜି ସନ୍ଧ୍ୟାରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ଦିଆଯାଇଛି । ସଂପୃକ୍ତ ବ୍ୟକ୍ତି (୪୯) ରାଉରକେଲା ର ହୋଇଥିବା ବେଳେ ନିକଟରେ ସେ ପଶ୍ଚିମବଙ୍ଗରୁ ଫେରି କ୍ୱାରେଣ୍ଟାଇନରେ ଥିଲେ । ବାରମ୍ବାର ତାଙ୍କର ସ୍ୱାବ ନମୁନା ପରୀକ୍ଷା ପରେ ଆଜି ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଏହାକୁ ମିଶାଇ ଏବେ ସୁନ୍ଦରଗଡ଼ ରେ ପଜିଟିଭ୍ ସଂଖ୍ୟା ୧୨କୁ ପହଞ୍ଚିଛି।


I & PR Department, Odisha

@IPR_Odisha

3rd Health Update, 5th May

One Positive Case in Rourkela

49 yr Male
(Kolkata returnee. In quarantine)

Contact tracing and follow-up action is being done.

Total Positive Case: 174

Related Posts

About The Author

Add Comment