ରାଉରକେଲା, ୨୫/୮ (ସନ୍ଧାନ ନିଉଜ) : ରାଉରକେଲାରେ ଥିବା ରାଧାକୃଷ୍ଣ ମନ୍ଦିରରେ ଏହି ପର୍ବକୁ ଜାକଜମକରେ ପାଳିତ ହୋଇ ଯାଇଛି । ଆଜି ନନ୍ଦ ଉସôବ ମଧ୍ୟ ପାଳନ କରାଯାଇଥିଲା । ମନ୍ଦିର ପରିଚାଳନା କମିଟିର ସଦସ୍ୟ ମାନଙ୍କ ପକ୍ଷରୁ ଏହି ପର୍ବକୁ ନେଇ ଉସôାହ ପ୍ରକାଶ ପାଇଛି । ରାଉରକେଲାର ବିଭିନ୍ନ ରାଧାକୃଷ୍ଣ ମନ୍ଦିରରେ ଜନ୍ମାଷ୍ଟମୀ ପାଳନ କରାଯିବା ପାଇଁ ଯୋରଦାର ପ୍ରସ୍ତୁତି ଚାଲିଛି । ଯାଦବ ଶ୍ରେଣୀୟ ବ୍ୟକ୍ତିମାନେ ଏହି ପର୍ବକୁ ପାଳନ କରିଥାନ୍ତି ।
ରାଉରକେଲାରେ ନନେ୍ଦାସôବ ପାଳିତ
|
August 25, 2019 |
