ରାଉରକେଲା,୦୬/୧୨ (ସନ୍ଧାନ ନିୟୁଜ) : ଆଜି ରାଉରକେଲା ଉଦିତ ନଗର ପଡିଆ ଠାରେ ଗୃହରକ୍ଷୀ ଦିବସ ପାଳିତ ହୋଇ ଯାଇଛି । ଏହି ଅବସରରେ ଡ଼ିଆଇଜି କବିତା ଜଲନ, ରାଉରକେଲା ଏସପି କେ ସୁବ୍ରମନୀୟମ , ରାଉରକେଲା ମହାନଗର ନିଗମ କମିଶନର ଶ୍ରୀ ଏଦୁଲା ପ୍ରମୁଖ ଉପସ୍ଥିତ ଥିଲେ ଗୃହରକ୍ଷୀ ମାନେ ବହୁ କଳା କୌଶଳ ପ୍ରଦର୍ଶନ କରିଥିଲେ ପଡିଆରେ ବହୁ ଦର୍ଶକ ଦେଖିବାକୁ ମିଲିଥିଲା
Report- Subodh Nayak