ଭୁବନେଶ୍ୱର ୧୨/୦୩ /୨୦ (ସନ୍ଧାନ ନିଉଜ) ରାୟଗଡ଼ା-କଳାହାଣ୍ଡି ସୀମାନ୍ତ ରଘୁବାରିରେ ମାଓବାଦୀ ପୁଣି ସ୍ଥିତି ଜାହିର୍ କରିଛନ୍ତି। ଘାଟି ରାସ୍ତା ସମେତ ବିଭିନ୍ନ ସ୍ଥାନରେ ପୋଷ୍ଟର ଲଗାଇ ସରକାରଙ୍କ ବିକାଶମୂଳକ କାମକୁ ବିରୋଧ କରିବା ସହ ପୁଲିସ ଇନର୍ଫମରଙ୍କୁ ମୃତ୍ୟୁଦଣ୍ଡ ଚେତାବନୀ ଦେଇଛନ୍ତି। ସିପିଆଇ ମାଓବାଦୀ କଳାହାଣ୍ଡି ଏରିଆ କମିଟି ପକ୍ଷରୁ ଲଗାଯାଇଥିବା ଏହି ପୋଷ୍ଟରଗୁଡ଼ିକୁ ଅମ୍ବାଦଳା ପୁଲିସ ଜବତ କରିଛି।
Related Posts
About The Author
Add Comment