ଯାଜପୁର ସାଂସଦକୁ ବାବା ସାହେବ ଫାଲ୍କେ ଗୋଲ ଆୱ।ଡ ଦିଆଗଲା

Spread the love

ଯାଜପୁର ସଦର, ୧୪/୩/୨୬ (ସନ୍ଧାନ ନ୍ୟୁଜ ) :ଯାଜପୁର ସାଂସଦ ରବିନ୍ଦ୍ର ନାରାୟଣ ବେହେରାଙ୍କୁ ଦିଲ୍ଲୀରେ ଦାଦା ସାହେବ ଫାଲ୍କେ ଗୋଲ ଆୱଡ଼ରେ ସମ୍ମାନୀତ କରାଯାଇଥିବାରୁ ଯାଜପୁର ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ ଯାଜପୁର ଲୋକସଭା ଆସନରୁ ଭାରତୀୟ ଜନତା ପାଟି ଟିକେଟରେ ନିର୍ବାଚନ ଲଢି ଶ୍ରୀ ବେହେରା। ପ୍ରଥମ କରି ରାଜନୀତିକୁ ଆସିଥିଲେ । ଲୋକପ୍ରିୟତା ଶ୍ରୀ ବେହେରା ହାସଲ କରିଥିଲେ ଯାହାକି ଯାଜପୁର କୋଣ ଅନୁକୋଣରେ ପରିଚିତ ରହିଥିବା ବେଳେ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ସାମନ୍ତରାପୁରବାସୀନ୍ଦା ଅଟନ୍ତି । ସଂସଦୀୟ କ୍ଷେତ୍ରରେ ସଂସ୍କୁତି ପର‌୍ୟ୍ୟଟନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାଂସଦ ଏବଂ ସନ୍ତ୍ରୀ ଶ୍ରେଣୀରେ ଯାଜପୁର ସାଂସଦ ରବିନ୍ଦ୍ର ବେହେରାଙ୍କୁ ସମ୍ମାନୀତ ଦିଲ୍ଲୀରେ କରାଯାଇଛି । ଏହି ଆୱ।ଡ ଆଗାମୀ ଦିନରେ ପର‌୍ୟ୍ୟଟନର ଉନ୍ନତି ପାଇଁ ଆହୁରି ଅଧିକ ଉତ୍ସାହ ସହିତ କଓମ କରିବାର ପ୍ରେରଣ। ଯୋଗାଇବ ବୋଲି ସାଂସଦ ଶ୍ରୀ ରବିନାରାୟଣ ବେହେରା । ସୂଚନା ଦେଇଛନ୍ତି । ଦାଦା ସାହେବ ଗୋଲ ଆୱ।ଡ଼ ପ।ଇଥିବାରୁ ଯାଜପୁର ରେ ଖୁସିର ଲହରୀ ଖେଳିଯାଇଛି ।

Related Posts

About The Author

Add Comment