ଯାଜପୁର: ୦୮/୦୮: ସମ୍ପ୍ରତି ଯାଜପୁର ଜିଲ୍ଲା ହେଡ଼କ୍ୱାଟର୍ରରେ ର୍ନିର୍ମିତ ହେଉଥିବା ମେଡ଼ିକାଲ କଲେଜର ନାମ ଯଯାତୀ କେଶରୀଙ୍କ ନାମରେ ନାମିତ କରିବାକୁ ଦାବି ହେଉଅଛି ଏବଂ ଗୋଖାନା ଷଢ଼େଇ ପୋଖରୀ ଠାରେ ନିର୍ମିତ ଥିଫବା ଯଯାତି କେଶରୀଙ୍କ ଷ୍ଟାଚୁ ଦୃଷ୍ଟି ଗୋଚର ହେଉ ନ।।ହିଁ । ଏଣୁ ଏହି ଷ୍ଟାଚୁ ପୁରୁଣା ରା.ଏମ୍.ସି ମାର୍କେଟଠାରେ ସ୍ଥାପନ କରିବା ପାଇଁ ଯାଜପୁର ଜିଲ୍ଲାର ଉପଭୋକ୍ତା ସମିତିର ସଭାପତି ତଥା ବରିଷ୍ଠ କଂଗ୍ରେସ୍ ନେତା ଶ୍ରୀଯୁକ୍ତ ଦିଗମ୍ବର କର, ନଗର କଂଗ୍ରେସ ବିଳାସ ଚନ୍ଦ୍ର ରାଉତରାଏ, ଜଗବନ୍ଧୁ ଯେନା, ସୁଦୀପ କୁମାର କର, ନବ କିଶୋର ନାୟକ, ସଂଗ୍ରାମ ଯେନା, ସଂଗ୍ରାମ ଶାହାଣୀ, ଆଡ଼ଭୋକେଟ, ରାଜୀବ ମହାପାତ୍ର, ସେଖ ସଲିମ୍, ପ୍ରତିମା କର ପ୍ରମୁଖ ଦାବି କରିଛନ୍ତି ।
ଯାଜପୁର ମେଡ଼ିକାଲ କଲେଜର ନାମ ଯଯାତି କେଶରୀଙ୍କ ନାମରେ ନାମିତ କରାଯାଉ
|
August 10, 2023 |



