ଯାଜପୁର ଜିଲ୍ଲା ବାଂଲାଦେଶୀ ମାନଙ୍କର ଚେର ଲମ୍ବିଚି

Spread the love

ଯାଜପୁର ସଦର,୧୯ା୧୧: ଯାଜପୁର ଜିଲ୍ଲା ବାଂଲାଦେଶୀ ମାନେ ଏଠାରେ ବସବାସ କରି ରହିଥିବା ବେଲେ, ବିଭିନ୍ନ ବ୍ଲକ ଅଞ୍ଚଳ ମାନଙ୍କରେ ଫେରି କରିବା ସହି ଅନିତିକ କାର୍ଯୟମାନ କରୁଥିବା ଦେଖିବାକୁ ମିଳିଚି । ଯାଜପୁର ଜିଲ୍ଲା ପ୍ରଶାସନ ଶୋଇ ପଡ଼ିଥିବା ବେଳେ, ଏମାନଙ୍କୁ ଚିହ୍ନଟ କରାଯିବା ପାଇଁ ରାଜ୍ୟସରକାରଙ୍କ ପକ୍ଷରୁ ଦୃଢ଼ ପଦକ୍ଷେପ ନିଆଯାଇିଚି । ଏଠାରେ ସୂଚନା ଯୋଗ୍ୟ ଯେ, କିଛିଦିନ ତଳେ ଫେରିବାଲାଙ୍କ ଉପରେ ନଜର ରଖାଯାଇଥିବା ବେଳେ, ବାଂଲାଦେଶ ରାଜ୍ୟରୁ ଆସି ଏହି ଜିଲ୍ଲାରେ ପ୍ରବେଶ କରି କାୟା ବିସ୍ତାର କରିଥିବା ବେଳେ, କେତେ ବେଳେ, ଅଘଟଣ ନଘଟିବ ତାହା କହିହେବନାହିଁ । ଏମାନେ ଗଳାବାଟ ଦେଇ ଆଇନ ଆଖିରେ ଧୁଳି ଦେବା ସହିତ ନାମ ବଦଳାଇ ଏଠାରେ ସ୍ଥାୟୀ ବାସିନ୍ଦା ଭାବରେ ପ୍ରମାଣପତ୍ର ପାଇଥିବା ଦେଖିବାକୁ ମିଳୁଚି । ଏଠାରେ ସୂଚନା ଯୋଗ୍ୟ ଯେ, ପାଣିକୋଇଲି, ଯାଜପୁର ରୋଡ଼, ଚଣ୍ଡଖୋଲ, ଛତିଆ, ବାଲିଚନ୍ଦ୍ରପୁର, ଧର୍ମଶାଳା, ବରୀ, ବିଞ୍ଝାରପୁର, ଦଶରଥପୁର, କୋରେଇ, ରସୁଲପୁର ଅଞ୍ଚଳ ମାନଙ୍କରେ ବ୍ୟବସାୟ କରିବା ସହିତ ବିଭିନ୍ନ କାର୍ଯ୍ୟରେ ଲିପ୍ତ ରହିଥିବା ଜଣାଯାଇଚି । ଏହିମାନେ ବିଭିନ୍ନ ଘଟଣା ଘଟାଇ ବିଭିନ୍ନ ଜାଗରୁ ଏହି ବାଂଲାଦେଶୀ ଚୋରୀ, ଡକାୟତି ଠାରୁ ଆରମ୍ଭ କରି ବିଭିନ୍ନ ଅପରାଧ ଘଟାଇଥିବା ବେଳେ, କେନ୍ଦ୍ରପଡ଼ା ଏବଂ ବିଭିନ୍ନ ଜିଲ୍ଲା ମାନଙ୍କରେ ଏମାନଙ୍କର ଚେର ଲମ୍ବିଥିବା ଜଣାଯାଇଚି । ଯାଜପୁର ଜିଲ୍ଲ ପ୍ରଶାସନ ଜିଲ୍ଲା ଏସପି ସୁରକ୍ଷାକୁ କଡ଼ାକଡ଼ି କରିବା ସହିତ ସେମାନଙ୍କୁ ଚିହ୍ନଟ କରାଯିବା ପାଇଁ ପୋଲିସ ପ୍ରଶାସନ କାର୍ଯ୍ୟାନୁଷ୍ଠାନ କରିବା ସହିତ ଧନ ଜୀବନ ସୁରକ୍ଷା କରାଯିବା ସହିତ ସେମାନଙ୍କୁ ଏହି ଜିଲ୍ଲାରୁ ବିଦା କରିବା ପାଇଁ ଜନସାଧାରଣରେ ଦାବି କରାଯାଉଛି ।

Related Posts

About The Author

Add Comment