ଯାଜପୁର ଜିଲା ଶିକ୍ଷା ଅଧିକାରୀ ଭାବେ ରଞ୍ଜନ ଗିରି ଯୋଗଦେଲେ

Spread the love

ଯାଜପୁୁର, ୨୯.୮ (ସନ୍ଧାନ ନିଉଜ) : ଯାଜପୁର ଜିଲା ଶିକ୍ଷା ଅଧିକାରୀ ଭାବେ ରଞ୍ଜନ କୁମାର ଗିିରି କାର୍ଯ୍ୟରେ ଯୋଗ ଦେଇଛନ୍ତି । କାର୍ଯ୍ୟାଳୟରେ ପହଂଚିବା ପରେତାଙ୍କ ସମସ୍ତ କର୍ମଚାରୀମାନେ ଭାବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ । ଏହା ପୁର୍ବରୁ ସେ କ୍ଷେତ୍ରେଶ୍ୱରୀମା’ ବିରଜାଙ୍କ ଦର୍ଶନ କରି ଅଫିସ୍‌ କାର୍ଯ୍ୟରେ ଯୋଗଦେଇଥିବା ପ୍ରକାଶ । ପୁର୍ବରୁ ସେବାଲେଶ୍ୱର ଜିଲାଶିକ୍ଷା ଅଧିକାରୀ ଭାବେକାର୍ଯ୍ୟ କରୁଥିଲେ । ଯାଜପୁରଶିକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ନାୟକଙ୍କୁ କଟକ ଜିଲାଶିକ୍ଷା ଅଧିକାରୀ ଭାବେ ବଦଳି କରାଯିବା ପରେଏହି ପଦବୀ ଦିର୍ଘଦିନ ଧରିଖାଲି ପଡ଼ିଥିଲା । ଶ୍ରୀଗିରି ଯୋଗ ଦେବା ପରେ ଜିଲାସରକାରୀ ହାଇସ୍କୁଲ, ଏନ୍‌ଏସ୍‌ଏସ୍‌ଶିକ୍ଷକସଂଘ ଓ ବିଭିନ୍ନ ସଂଘର କର୍ମକର୍ତ୍ତାମାନେ ତାଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସମ୍ମାନୀତ କରିଥିଲେ ।

Related Posts

About The Author

Add Comment