ଯାଜପୁରର ଲୋକସଭା ପାର୍ଥୀ ହେଲେ ମାନସ ଜେନା

Spread the love

ବଡଚଣା ୩ /୪ (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲାର ବହୁ ବିଳମ୍ବରେ କଂଗ୍ରେସ ପକ୍ଷରୁ ବଡଚଣା ବ୍ଲକର ବଡଘୁମୁରୀ ଗ୍ରାମର ମାନସ ଜେନାଙ୍କୁ ଲୋକସଭା ପାର୍ଥୀ ଭାବେ ଘୋଷଣା କରିଛି । ଓଡିଶା ଦଳିତ ଅଧିକାର ମଂଚର ସଭାପତି ଥିବା ମାନସ କିଛିଦିନ ତଳେ ବନ୍ଦାଳୋରେ ଅନୁଷ୍ଠିତ କଂଗ୍ରେସର ଏକ ବୈଠକରେ ଦଳ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସଭାପତିଙ୍କ ଉପସ୍ଥିତିରେ ଦଳରେ ଯୋଗଦାନ କରିଥିଲେ । ୧୯୬୮ ମସିହାରେ ଜନ୍ମଗ୍ରହଣ କରିଥିବା ଜେନା ଉକôଳ ୟୂନିଭସିଟିରୁ ଆଇନରେ ସାତ୍ନୋକ କରିବା ସହିତ ଦଳିତ ଆଦିବାସୀ ପଛୁଆବର୍ଗ ସଂଖ୍ୟା ଲଘୁ ମହିଳା ଏବଂ ଶିଶୁ ମାନଙ୍କ ବିକାଶ ପାଇଁ କାର୍ଯ୍ୟ କରି ଆସୁଥିଲେ । ବିଭିନ୍ନ ଖବର କାଗଜରେ ସମ୍ଭକାର ଭାବରେ ମଧ୍ୟ ସେ ପରିଚିତ ଥିଲେ । ଆନ୍ତଜାର୍ତିୟ ସ୍ତରରେ ଜେନିଭା, ଲାଇରବି ବାଙ୍ଗାଦେଶ, ପାକିସ୍ତାନ ଆଦି ଦେଶରେ ଆନ୍ତଜାର୍ତିକ ମାନବ ଅଧିକାରର ଆଲୋଚନା ଚକ୍ରରେ ଭାଗନେଇ ମାନବ ଅଧକାର ସମ୍ବଦ୍ଧୀୟ ସମ୍ପର୍କରେ ଭାଗନେଇ ଜଣାଯାଇଛି ।

Report- Manas Rout, badachana

Related Posts

About The Author

Add Comment