ଯାଜପୁରରେ ମେଗା ଆଇନ ସେବା ଶିବିର ଚଳିତ ମାସ ୧୩ ତାରିଖରେ

Spread the love

ଯାଜପୁର, ୧୦/୧୧/୨୦୨୧ (ସନ୍ଧାନ ନିଉଜ) : ଚଳିତ ମାସ ୧୩ ତାରିଖରେ ଏକ ମେଗା ଆଇନ ସେବା ଶିବିରର ଅୟୋଜନ ହେବାକୁ ଯାଉଚ୍ଥି । ଯାଜପୁର ଜିଲ୍ଳ୍ା ସ୍ତରୀୟ ଏହି ମେଗା ଆଇନ ସେବା ଶିବିର ଗୈାତମ ବୁଦ୍ଧ ସଂସ୍କୃୃତି ଭବନ ଠାରେ ୧୩ ତାରିଖ ଶନିବାର ପୂର୍ବାହ୍ନ ୧୦ ଘଟିକା ସମୟରେ ଆୟୋଜନ କରାଯିବ ବୋଲି ଜିଲ୍ଳ୍ା ଆଇନ ସେବା ପ୍ରାଧିକରଣର ସଂପାଦିକା ପୁନମ ଜେନା ସୂଚନା ଦେଇଚ୍ଥନ୍ତି । ଜିଲ୍ଳ୍ା ଆଇନ ସେବା ପ୍ରାଧିକରଣ, ଯାଜପୁର ଓ ଯାଜପୁର ଜିଲ୍ଳ୍ା ପ୍ରଶାସନର ମିଳିତ ସହଯୋଗରେ ଏହା ଆୟୋଜନ କରାଯିବ । ଚଳିତ ଶିବିରର ବାର୍ତ୍ତା ଆଜାଦୀକା ଅମୃତ ମହୋସôବ ରଖାଯାଇଚ୍ଥି । ଲୋକ ମାନଙ୍କ ପାଇଁ ବିଭିନ୍ନ ବିଭାଗର ବିଭିନ୍ନ ଯୋଜନା ପ୍ରଣୟନ କରାଯାଇଥାଏ । ଏହି ଯୋଜନା ଗୁଡିକୁ ଲୋକ ମାନେ ବା ଗୋଷ୍ଠୀ ମାନେ ଅବଗତ ହେବା ଓ ତାହାର ସୁପଂଳ ସେମାନେ ପାଇବା ଉଦେ୍ଦଶ୍ୟରେ ଏହି ଶିବିର ମାଧ୍ୟମରେ ସଚେତନତାର ବ୍ୟବସ୍ଥା କରାଯାଇଚ୍ଥି । ତେଣୁ ଲୋକମାନେ ଏହି ମେଗା ଶିବିରରେ ଯୋଗ ଦେବାକୁ ଆଇନ ସେବା ପ୍ରାଧିକରଣର ସଂପାଦିକା ଅନୁରୋଧ କରିଚ୍ଥନ୍ତି ।

Related Posts

About The Author

Add Comment