ଯାଜପୁର, ୦୩/୦୨/୨୧ (ସନ୍ଧାନ ନିଉଜ) : ଯାଜପୁର ଉପ-ଜିଲ୍ଳ୍ାପାଳ ଭାବେ ବୁଧବାର ପୂର୍ବାହ୍ନରେ ଜ୍ୟୋତି ଶଙ୍କର ମହାପାତ୍ର କାର୍ଯ୍ୟରେ ଯୋଗଦାନ କରିଚ୍ଥ୍ନ୍ତି । ଯାଜପୁର ଉପ-ଜିଲ୍ଳ୍ାପାଳ ଥିବା ନାରାୟଣ ଚନ୍ଦ୍ର ଧଳଙ୍କ ଠାରୁ ଶ୍ରୀ ମହାପାତ୍ର ଦାୟିତ୍ୱ ଗ୍ରହଣ କରିଥିଲେ । ଏହା ପୂର୍ବରୁ ଶ୍ରୀ ମହାପାତ୍ର କେନ୍ଦ୍ରାପଡାର ଉପ-ଜିଲ୍ଳ୍ାପାଳ ଭାବେ କାର୍ଯ୍ୟରତ ଥିଲେ । ଶ୍ରୀ ଧଳ ଙ୍କର ଭୁବନେଶ୍ୱର ମୁନିସିପାଲ କର୍ପୋରେସନର ଡେପୁଟୀ କମିଶନର ଭାବେ ବଦଳି ହୋଇଚ୍ଥି ।
ଯାଜପୁରରେ ନୂତନ ଉପ-ଜିଲ୍ଳ୍ାପାଳଙ୍କ ଯୋଗଦାନ
|
February 3, 2021 |