ମୋ ବାପାକୁ କିଏ ଦେଖିଛକି? ସେୟାର କରନ୍ତୁ ଖୋଜିବାରେ ସାହାର୍ଯ୍ୟ କରନ୍ତୁ

Spread the love

ଧର୍ମଶାଳା, ୨୨/୭ (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲା ଧର୍ମଶାଳା ବକ୍ଲ ହରିଦାସପୁର ପଂଚାୟତ ଅନ୍ତଗର୍ତ କଂଚିଆ ଗ୍ରାମର ସଦାଶିବ ସେଠୀ ଗତ ୧୦ ତାରିଖ ବୁଧବାର ଠାରୁ ଘରୁ କେଉଁଆଡେ ପଳାଇଯାଇଛନ୍ତି । ସେ ଗଲା ବେଳେ ଲୁଙ୍ଗି ପିନ୍ଧିଥିବା ବେଳେ ଏକ ନାଲି ଗାମୁଛା କାନ୍ଧରେ ପକାଇଛନ୍ତି । ତାଙ୍କର ବୟଷ ୫୫ ହେବ । ସେ ଜଣେ ମାନସିକ ବିକୃତ ବୋଲି ତାଙ୍କ ପରିବାର ଲୋକେ ପ୍ରକାଶ କରିଛନ୍ତି । ସେ ପୁରୀ କେର୍ଣାକ ଆଡେ ଯାଇଥିବା ବୋଲି ଅନୁମାନ କରାଯାଉଛି । ଯଦି କୌଣସି ସହୃଦୟ ବ୍ୟକ୍ତି ତାଙ୍କର ସନ୍ଧାନ ପାଆନ୍ତି ତା ହେଲେ ନିକଟସ୍ତ ଥାନା ନଚେତ୍ ଧର୍ମଶାଳା ଥାନା କିମ୍ବା ତାଙ୍କ ପରିବାର ର୍ବଗଙ୍କୁ ଜଣାଇବାକୁ ତାଙ୍କ ପୁତୁରା ଉମେଶ ସେଠୀ ନିବେଦନ କରିଛନ୍ତି । ନଚେତ ଏହି ନମ୍ବରରେ ୯୯୩୭୯୭୭୦୧୩/୮୧୪୪୧୦୫୫୫୩ ଯୋଗଯୋଗ କରିବା ପାଇଁ ପରବାରବର୍ଗ କହିଛନ୍ତି ।

Related Posts

About The Author

Add Comment