ମୋ ଓଡ଼ିଶା ନବୀନ ଓଡ଼ିଶାର ଅଧ୍ୟକ୍ଷଙ୍କୁ ବରୀ ବିଧାୟୀକା ସୁନନ୍ଦା ଦାସ ସମ୍ବର୍ଦ୍ଧିତ କଲେ

Spread the love

ଯାଜପୁର ସଦର, ୦୬ା୧୨ (ସନ୍ଧାନ ନ୍ୟୁଜ୍): ଓଡ଼ିଶାର ମାନ୍ୟବର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଚାଲିଥିବା ବିଜୁଜନତା ଦଳରେ ସାମିଲ ହୋଇଥିବା ମୋ ଓଡ଼ିଶା ନବୀନ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନକକୁ ବରୀ ନିର୍ବାଚନ ମଣ୍ଡଳୀର ସୁନାମଧନ୍ୟ ବିଧାୟୀକା ଶ୍ରୀମତୀ ସୁନନ୍ଦା ଦାସ ମା ରମାଦେବୀ ୫ଟି ସଚିବ ଭିକେ ପାଣ୍ଡିଆନଙ୍କୁ ସାକ୍ଷାତ କରି ଜଗତର ନାଥ ଜଗନ୍ନାଥଙ୍କ ଫଟୋ ଚିତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ଓଡ଼ିଶା ପାଇଁ ଓଡ଼ିଶାର ଅଧ୍ୟକ୍ଷ କାର୍ତ୍ତିକେୟ ପାଣ୍ଡିଆନ ଷଷ୍ଠଥର ପାଇଁ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟାନାୟକଙ୍କ ଆଶ୍ରୀବାଦକୁ ପାଥେୟ କରି ମୋ ଓଡ଼ିଶା ନବୀନ ଓଡ଼ିଶାର ବିକାଶ ଦିଗକୁ ଆଗେଇ ନେବେ ବୋଲି ଆଶ୍ରୀବାଦ ନେଇଥିଲେ । ବରୀ ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିଧାୟୀକା ସୁନନ୍ଦା ଦାସ ମାନ୍ୟବର ମୁଖ୍ୟମନ୍ତ୍ରୀ ଆଦର୍ଶରେ ଅନୁପ୍ରାଣିତ ହୋଇ ବରୀ ବିଦାଶ ଦିଗରେ କାର୍ଯ୍ୟକରୁଛନ୍ତି । ଯାହାକି ଲୋକମାନଙ୍କ ପ୍ରୟପାତ୍ର ଶ୍ରୀମତୀ ଦାଶ ହୋଇଛନ୍ତି ।

Related Posts

About The Author

Add Comment