ମୁହାଁଣ ସାହିତ୍ୟ ସଂସଦ ମୁମ୍ବାଇର ଉପଦେଷ୍ଟା ସମାଜସେବୀ ଇଂ.ଦୁଷ୍ମନ୍ତ ପାତ୍ର ସମ୍ବର୍ଦ୍ଧିତ

Spread the love

କଟକ ୩୧/୦୧  : ମୁହାଁଣ ସାହିତ୍ୟ ସଂସଦ ମୁମ୍ବାଇ କଟକ ଶାଖା ଉପଦେଷ୍ଟା ତଥା ଭୁବନେଶ୍ୱର ଜେଡ୍ ଇଷ୍ଟେଟସ୍ ପ୍ରାଇଭେଟ୍ ଲିମିଟେଡର ଅଧୀକ୍ଷକ ଗବେଷକ ଇଂ.ଦୁଷ୍ମନ୍ତ ପାତ୍ରଙ୍କୁ ଉଲ୍ଲେଖନୀୟ କୃତିତ୍ବ ନେଇ ସାଂସ୍କୃତିକ ସଂଗଠନ ସରସ୍ଵତୀ କଳା ପରିଷଦ କନ୍ଦରପୁର କଟକ ପକ୍ଷରୁ ଅନୁଷ୍ଠିତ ହୋଇଥିବା ୧୯ ତମ ପ୍ରତିଷ୍ଠା ଦିବସରେ ସମ୍ବର୍ଦ୍ଧିତ କରାଯାଇଛି । ଏହି ଉତ୍ସବରେ ପରିଷଦର ସମ୍ପାଦକ ନାଟ୍ୟକାର ଅଶୋକ ପଟ୍ଟନାୟକ,ଇଂ.ଶ୍ରୀ ସନ୍ନ୍ୟାସୀ ଜି, ବିଶିଷ୍ଟ ଶିକ୍ଷାବିତ୍ ଡକ୍ଟର ଶରତ କୁମାର ରଥ,ଆଦର୍ଶ ଯୁବ ସଂଘ କଟକ ଶାଖା ମୁଖ୍ୟ ଇଂ.ରାମ ଚନ୍ଦ୍ର ବେହେରା,ଇଂ.ବସନ୍ତ ରାଉତ,ଅସକାନ୍ତ ସ୍ୱାଇଁ ପ୍ରୋଗ୍ରାମ ପ୍ରଡ୍ୟୁସର କଳିଙ୍ଗ ଟିଭି,ଅର୍ଗସ୍ ଟିଭି ସଂଯୋଜକ ଦୂର୍ଗେସିଶ,ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଯୁବ ସଂଗଠକ ଗଙ୍ଗାଧର ବେହେରା,ହେମନ୍ତ ଦାସ, ନବଘନ ଜି,ଶାଶ୍ଵତ ଇଞ୍ଜିିନିୟରିଙ୍ଗ୍ ପ୍ଲମ୍ବିଂ ବିଭାଗ ମୁଖ୍ୟ ଅଶୋକ ସେଠୀ,ଉତ୍କଳ ହସ୍ପିଟାଲ୍ ଏମ୍ଇପି ମୁଖ୍ୟ ଇଂ.ଜିତେନ୍ଦ୍ର ଯାଦବ,ଇଂ. ପ୍ରକାଶ ସେଠୀ,ପରିଷଦର ସହ ସମ୍ପାଦକ ଇଂ.ସେବକ ଶ୍ରୀକାନ୍ତ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଇଂ.ପାତ୍ର ମହୋଦୟଙ୍କ ଦୁଇ ସୁପୁତ୍ର ଇଂ.ଆଶିଷ କୁମାର ପାତ୍ର ଓ ଶ୍ରୀମାନ ପୀୟୂଷ କୁମାର ପାତ୍ର ଶିକ୍ଷା ଦିଗରେ ମହାସଫଳତା ଲାଭ କରି ଆମ ରାଜ୍ୟ ପାଇଁ ଗୌରବ ଆଣି ପାରିଛନ୍ତି ।

Related Posts

About The Author

Add Comment