ଯାଜପୁର, ୦୩/୦୯/୨୦୨୧ (ସନ୍ଧାନ ନିଉଜ) : ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ସାମିଲ ପାଇଁ କଳାକାର ମାନଙ୍କ ଠାରୁ ଦରଖାସ୍ତ ଆହ୍ୱାନ କରାଯାଊଚ୍ଥି । ରାଜ୍ୟ ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସୃ୍ମତି ନିଦେ୍ର୍ଦଶକଙ୍କ ସୂଚନା ଅନୁସାରେ ଏହି ଆବେଦନ ପତ୍ର ଗ୍ରହଣର ଶେଷ ସମୟ ସୀମା ତା ୩୦ା୧୦ା୨୦୨୧ ରିଖ ରଖାଯାଇଚ୍ଥି । ପୁରୁଷ ମାଙ୍କ ପାଇଁ ୫୦ ବର୍ଷ ଓ ମହିଳା କଳାକାରଙ୍କ କ୍ଷେତ୍ରରେ ୪୦ ବର୍ଷ ବୟସ ସୀମା ରଖାଯାଇଚ୍ଥି । ଗ୍ରାମାଞ୍ଚଳରେ ବାସ କରୁଥିବା କଳାକାର ମାନଙ୍କର ସର୍ବାଧିକ ଆୟ ସୀମା ୫୦ ହଜାର ଓ ସହରାଞ୍ଚରେ ବାସ କରୁଥିବା କଳାକାର ମାନଙ୍କ ପାଇଁ ବାର୍ଷିକ ଆୟ ସୀମା ୬୦ ହଜାର ଟଙ୍କା ରଖାଯାଇଚ୍ଥି । ଆବେଦନ ପଂର୍ମ ବା ସାରଣୀକୁ ଉପଯୁକ୍ତ ଭାବେ ପୂରଣ ସହ କଳାକାର ପ୍ରମାଣପତ୍ର, ଆୟ, ଆବାସିକ, ବୟସ ପ୍ରମାଣ ପତ୍ର, ଆଧାର ନମ୍ୱର , ଭୋଟର ପରିଚୟ ପତ୍ର ଇତ୍ୟାଦି ଆବଶ୍ୟକ ପ୍ରମାଣପତ୍ର ସହ ଜିଲ୍ଳ୍ାପାଳ, ଯାଜପୁର କିମ୍ୱା ଜିଲ୍ଳ୍ା ସଂସ୍କୃତି ଅଧିକାରୀ, ଯାଜପୁରଙ୍କୁ ଆବେଦନ କରିବା ଜରୁରୀ । ଯେଉଁ କଳାକାର ମାନେ ପୂର୍ବରୁ ଆବେଦନ କରିଥିଲେ ମଧ୍ୟ ସେମାନେ ସହାୟତା ଯୋଜନାରେ ସାମିଲ ହୋଇନାହାନ୍ତି, ସେମାନେ ମଧ୍ୟ ପୁନଃ ଆବେଦନ କରିପାରିବେ । ଅସଂପୂର୍ଣ୍ଣ, ଉପଯୁକ୍ତ ପ୍ରମାଣପତ୍ରର ଅଭାବ ଓ ନିର୍ଦ୍ଧାରିତ ସମୟ ସୀମା ପରେ ପ୍ରାପ୍ତ ଆବେଦନ ଗୁଡିକୁ ବିଚାରକୁ ନିଆଯିବ ନାହିଁ । ନିୟମାବଳୀ ଓ ଆବେଦନ ପଂର୍ମ ଙ୍ଗଙ୍ଗଙ୍ଗ.କ୍ଟୟସଗ୍ଦଷବମଙ୍କକ୍ଷଗ୍ଧଙ୍କକ୍ସର.ଶକ୍ଟଙ୍ଖ.ସଦ୍ଭ ରେ ଉପଲବ୍ଧ ରହିଚ୍ଥି । କଳାକାର ମାନଙ୍କ ଆବେଦନ ।ଗୁଡିକୁ ଯାଞ୍ଚ, ସାମର୍ଥ୍ୟ ପରୀକ୍ଷା ବା ଅଡିସନ ପରେ ସର୍ବାଧିକ ବୟସ ଆଧାରରେ କଳାକାର ମାନଙ୍କୁ ଚୟନ କରାଯିବ ବୋଲି ଜିଲ୍ଳ୍ା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଚ୍ଥି । ସୂଚନା ଯୋଗ୍ୟ ଯେ, ଯାଜପୁର ଜିଲ୍ଳ୍ା ପାଇଁ ୧୦୧ ଗୋଟି କଳାକାରଙ୍କର ସହାୟତା ପ୍ରଦାନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଚ୍ଥି ।
ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ପାଇଁ ଆବେଦନ ପତ୍ର ଆହ୍ୱାନ ।
|
September 3, 2021 |