ମାଳହାଟ ମେଲଣ ଓ ବିଶ୍ୱଶ।ନ୍ତି ମହାଯଜ୍ଞ ଲାଗି ପ୍ରସ୍ତୁତି ବୈଠକ

Spread the love

ଧର୍ମଶାଳା, ୨୬/୨ (ସନ୍ଧାନ ନିଉଜ/ ପ୍ରଶାନ୍ତ ସାମଲ)  ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅଧୀନ ଏଣ୍ଡଳବା ପଞ୍ଚାୟତର ମାଳହାଟ ମେଲଣ କମିଟିର ,ସଭାପତି ଶ୍ରୀ ଅନିରୁଦ୍ଧ ସାହୁଙ୍କ ,ନିର୍ଦ୍ଦେଶ କ୍ରମେ ,ମାଳହାଟ ମେଲଣ ଓ ବିଶ୍ୱଶାନ୍ତି ମହାଯଜ୍ଞ ଲାଗି,ଏକ ବୈଠକ ସନ୍ଧ୍ୟାରେ ବସିଥିଲା । ପ୍ରଥମେ କମିଟି ତରଫରୁ, କମିଟିର ପୂର୍ବତନ ସଭାପତି  ଶ୍ରୀ ନାରାୟଣ ଚନ୍ଦ୍ର ସାହୁଙ୍କ ସ୍ବର୍ଗତ ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟି ନିରବ ପ୍ରାଥନା ସହ  କରିଥିଲେ ।ଏତ ବ୍ୟତିତ୍ୱ ନାରାୟଣ ସାହୁଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପିତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ଦ୍ୱିତୀୟରେ ଏଣ୍ଡଳବାବନ୍ଧ ପାଖରୁ ମେଲଣ କମିଟି ପର୍ଯ୍ୟନ୍ତ ଦୁଇପାଖ ରାସ୍ତା ଅବରୋଧ ହୋଇଥିବା ଜାଗାକୁ ପରିସ୍କାର କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏଥିର ବିଛାଖଣ୍ଡି, କଲାଣ୍ଡ , ପାଟପୁର , ମାଳ, ଏଣ୍ଡଳବା, ପାଇକରପୁର, ମଞ୍ଜୁରୀପଡା , ମଠସାହି, ମହନ୍ତଷୋହଳର ମେମ୍ବର ମାନେ ଉପସ୍ଥିତ ଥିଲେ।

Related Posts

About The Author

Add Comment