ମାର୍ଚ୍ଚ ୩୧ ଯାଏ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ସ୍ଥଗିତ

Spread the love

ଭୁବନେଶ୍ୱର,  ୧୮/୩/୨୦ (ସନ୍ଧାନ ନିଉଜ) : କରୋନା ସତର୍କତା ପାଇଁ ମାର୍ଚ୍ଚ ୧୮ରୁ ୩୧ ତାରିଖ ମଧ୍ୟରେ ହେବାକୁ ଥିବା ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ସ୍ଥଗିତ ରଖାଯାଇଛି। ଆଞ୍ଚଳକି ପରିବହନ କାର୍ଯ୍ୟାଳୟରେ ଲୋକ ଗହଳିକୁ ବାରଣ କରିବା ଲାଗି ଏହି ପଦକ୍ଷେପ ନିଆଯାଇଛି। ସମସ୍ତ ଆରଟିଓଙ୍କୁ ଏଥିପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ସେହିପରି କରୋନା ପାଇଁ ବ୍ରେଥ୍ ଆନାଲାଇଜର୍ ଟେଷ୍ଟ ଉପରେ ସରକାର ରୋକ୍‌ ଲଗାଇଛନ୍ତି। ସବୁ ଏସ୍‌ପି ଓ ଡିସିପିଙ୍କୁ ଏନେଇ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ ଡିଜି ଅଭୟ। 

Related Posts

About The Author

Add Comment