ସୁଶାନ୍ତଙ୍କ ସାଙ୍ଗ ପୋଲିସଙ୍କୁ କହିଛନ୍ତି ଯେ, ସେ ଗତ ୬ ମାସ ହେବ ମାନସିକ ଚାପରେ ରହୁଥିଲେ ଏବଂ ଠିକ୍ ସମୟରେ ଔଷଧ ଖାଉନଥିଲେ। ପୋଲିସ ସୁଶାନ୍ତଙ୍କ ଘରୁ ଡିପ୍ରେସନ ଲାଗି ନେଉଥିବା ଚିକିତ୍ସାର ଫାଇଲ ପାଇଛି। ସୁଶାନ୍ତଙ୍କ ମର ଶରୀରକୁ ଶବ ବ୍ୟବଚ୍ଛେଦ ଲାଗି ହସ୍ପିଟାଲ ପଠାଯାଇଛି। କ୍ରାଇମବ୍ରାଞ୍ଚ ଟିମ୍ ଘରେ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଛନ୍ତି। ଆସନ୍ତାକାଲି ସୁଶାନ୍ତଙ୍କ ଅନ୍ତିମ ସଂସ୍କାର କରାଯିବ। ଅନ୍ତିମ ସଂସ୍କାର ମୁମ୍ବାଇରେ ହୋଇପାରେ ବୋଲି କୁହାଯାଉଛି। Source- New Delhi Agency
ମାନସିକ ଚାପରେ ଥିଲେ ସୁଶାନ୍ତ
|
June 15, 2020 |
