ମାନଚିତ୍ରରେ ଲିଭି ଯାଉଛି ବାଘୁଆ ୪ ନମ୍ବର ପାହାଡ଼ ପର୍ବତ ର ପ୍ରାକୃତିକ ସୌନ୍ଦର୍ଯ୍ୟ; ଚିତ୍ରକର ଆଙ୍କିଲେ ଭଙ୍ଗା ପାହାଡ଼ରେ ଚିତ୍ର
ମାନଚିତ୍ରରେ ଲିଭି ଯାଉଛି ବାଘୁଆ ୪ ନମ୍ବର ପାହାଡ଼ ପର୍ବତ ର ପ୍ରାକୃତିକ ସୌନ୍ଦର୍ଯ୍ୟ; ଚିତ୍ରକର ଆଙ୍କିଲେ ଭଙ୍ଗା ପାହାଡ଼ରେ ଚିତ୍ର
Manas Kumar Rout |
December 10, 2019 |
ଯାଜପୁର, ୧୦/୧୨ (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲା ଧର୍ମଶାଳା ଅଞ୍ଚଳ ରେ ପାହାଡ଼ ପର୍ବତ ଧ୍ୱଂସ ହୋଇ ମାଟିରେ ମିଶିବାକୁ ଲାଗୁଛି। ଆଜି ସକାଳୁ ଦେଖିବାକୁ ମିଳିଥିଲା ଚିତ୍ରକର ବିପିନ ବିହାରୀ ଓଝା ଦୀର୍ଘ ୪ ଘଣ୍ଟା ଧରି ପ୍ରାକୃତିକ ସୌନ୍ଦର୍ଯ୍ୟ ବାଘୁଆ ପାହାଡ଼ର ଏକ ସ୍ମୃତି ରଖିବାକୁ ଚିତ୍ର ଆଙ୍କି ଥିଲେ। ପରିବେଶ ପାଇଁ ପାହାଡ଼ର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଥାଏ। ଆଉ ଯଦି ଚାରିପାଖରେ ବଡ଼ ବଡ଼ ପାହାଡ଼ ସବୁ ଘେରିଥା’ନ୍ତି, ତେବେ ଏହାର ରମଣୀୟ ପ୍ରାକୃତିକ ଶୋଭାରାଜି ପରିବେଷକୁ ଆନମନା କରିଥାଏ । ପ୍ରକୃତି ସୁରକ୍ଷା ହିଁ ମାନବ ସୁରକ୍ଷା” । ଅର୍ଥାତ, ଯଦି ମଣିଷ ପାହାଡ଼ ପର୍ବତ ଉନ୍ନତି ନାମରେ ପରିବେଶର ଧ୍ଵଂସ ସାଧନ କରେ, ତେବେ ମାନବ ସଭ୍ୟତା ଧୀରେ ଧୀରେ ଧ୍ଵଂସ ପ୍ରାପ୍ତ ହେବାକୁ ଲାଗିଛି ସୁନ୍ଦର ସବୁଜିମା ପୃଥିବୀ ଧ୍ୱଂସ ହୋଇ ଯାଉଛି।

//REPORT-MANAS ROUT
Related Posts
About The Author