ମାଈ ହାତୀର ମୃତ୍ୟୁ

Spread the love
ରାଉରକେଲା, ୯/୧/୨୦୨୦ (ସନ୍ଧାନ ନିୟୁଜ): ବିଶ୍ରା ରେଞ୍ଜରେ ଏକ ମାଈ ହାତୀର ମୃତ୍ୟୁ ଅଭିଯୋଗ । ରାଉରକେଲା ଫରେଷ୍ଟ ଡିଭିଜନର ବିଶ୍ରା ରେଞ୍ଜର କୁଡହୁଡଙ୍ଗର ଖମାନଟୋଳିରେ ଏକ ମାଈ ହାତୀର ମୃତ୍ୟୁ ହୋଇଛି। ମୃତ ହାତୀର ବୟସ ପାଖାପାଖି 15 ବର୍ଷ ହେବ ବୋଲି କୁହାଯାଉଛି । ଏହି ଖବର ପାଇଁ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତ ହାତୀକୁ ଉଦ୍ଧାର କରିଛି । ଏହା କୌଣସି ଦୁର୍ଘଟଣା ଜନିତ ନୁହେଁ ବଂର ପ୍ରାକୃତିକ ଉପାୟରେ ମୃତ୍ୟୁ ବୋଲି ପ୍ରାଥମିକ ତଦନ୍ତରୁ ଡିଏଫଓ କହିଛନ୍ତି ।

Related Posts

About The Author

Add Comment